ନିଟ୍ ପ୍ରଶ୍ନପତ୍ର ସମାଧାନ କରିଥିବା ୪ MBBS ଛାତ୍ର ହେବେ ସସ୍ପେଣ୍ଡ, ପାଟନା ଏମ୍ସ ନେଲା ନିଷ୍ପତ୍ତି
NEET UG ୨୦୨୪ ପ୍ରଶ୍ନପତ୍ର ଲିକ୍ ମାମଲାରେ ସମାଧାନକାରୀ ହୋଇଥିବା ଏମ୍ସ (AIIMS) ପାଟନାର ୪ ଡାକ୍ତରୀ ଛାତ୍ରଙ୍କୁ ନିଲମ୍ବିତ କରାଯିବ । ନିଟ୍ ପରୀକ୍ଷାରେ ଅନିୟମିତତା ପରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି (ସିବିଆଇ) ଗୋଟିଏ ପରେ ଗୋଟିଏ ଲିଙ୍କ୍ ଯୋଡ଼ି ଏହି ଡାକ୍ତରୀ ଛାତ୍ରମାନଙ୍କ ନିକଟରେ…