‘ଝିଅ କହି ଯୌନଦାସୀ କରି ରଖିଥିଲେ ତାମିଲ ନିର୍ଦ୍ଦେଶକ, ପ୍ରାଇଭେଟ୍ ପାର୍ଟରେ ଭର୍ତ୍ତି କରୁଥିଲେ ରଡ୍’;…
ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଅଭିନେତ୍ରୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ସେ ତାମିଲ ନିର୍ଦ୍ଦେଶକଙ୍କ ନାଁରେ ଗୁରୁତର ଅଭିଯୋଗ ଆଣି ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି ।
ଜଷ୍ଟିସ୍ ହେମା କମିଟିର ରିପୋର୍ଟରେ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ…