Browsing Tag

Me too

ସାଜିଦ ଖାନଙ୍କ ଉପରେ ଯୌନ ଶୋଷଣ ମାମଲା ଆଣିଲେ ମଡେଲ, ଫିଲ୍ମରେ ରୋଲ ଦେବାକୁ କହି ୧୭ ବର୍ଷ ବୟସରେ କରିଥିଲେ ଶୋଷଣ

୨୦୧୮ରେ ବଲିଉଡରେ ମି ଠୁ ମୁଭମେଣ୍ଟ ଖୁବ୍‌ ଜୋର ସୋରରେ ଟେଣ୍ଡିଂରେ ଥିଲା। ସେହି ସମୟରେ ନିର୍ଦ୍ଦେଶକ ସାଜିଦ ଖାନଙ୍କ ଉପରେ ଜଣେ ପତ୍ରକାରଙ୍କ ସମେତ ଅନେକ ମଡେଲ ଏବଂ ଅଭିନେତ୍ରୀ ଯୌନ ଶୋଷଣର ଅଭିଯୋଗ କରିଥିଲେ। ଯାହାଫଳରେ ତାଙ୍କୁ ‘ହାଉସଫୁଲ ୪’ ନିର୍ଦ୍ଦେଶନାରୁ ହଟାଇ ଦିଆଗଲା। ସାଜିଦ…

#ମିଠୁକୁ ନେଇ ବିବାଦୀୟ ବୟାନ ଦେଲେ ସନ୍ନି ଲିଓନି, କହିଲେ ମୁଁ ଏବେ…

ପର୍ଣ୍ଣଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ପାଲଟିଥିବା ସନ୍ନି ଲିଓନି ଏବେ ହିନ୍ଦୀ ଫିଲ୍ମ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି। ତେବେ ନିକଟରେ ଏହି ଅଭିନେତ୍ରୀ ଏକ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା ତାଙ୍କୁ ବିବାଦ ଘେରକୁ ଟାଣି ନେଇଛି। ସନ୍ନି କହିଛନ୍ତି ଯେ ସେ ଏକ ଦ୍ୱନ୍ଦ୍ୱରେ…

ଅନୁ ମଲ୍ଲିକଙ୍କୁ ଟାର୍ଗେଟ କଲେ ସୋନା ମହାପାତ୍ର, କହିଲେ ‘ମୂଷା ପୁଣି ଗାତକୁ ଫେରିଆସୁଛି’

ମି-ଠୁ ମୁଭମେଣ୍ଟରେ ବଲିଉଡର ବହୁ ନାମିଦାମୀ କଳାକାର ମାନଙ୍କ ଉପରେ ଯୌନ ଶୋଷଣ କରିଥିବା ନେଇ ଅଭିଯୋଗ ଲାଗିଛି । ସଙ୍ଗିତକାର ଅନୁ ମଲ୍ଲିକ୍ ମଧ୍ୟ ଏଥିରୁ ବାଦ୍ ପଡିନଥିଲେ । ତାଙ୍କ ଉପରେ ଅଭିଯୋଗ ଆସିବାପରେ ସିଙ୍ଗିଙ୍ଗ୍ ରିୟାଲିଟି ସୋ ଇଣ୍ଡିଆନ୍ ଆଇଡଲ୍ ରୁ ତାଙ୍କୁ ବାହାର କରିଦିଆଯାଇଥିଲା ।…

ସୁବାସ ଏବଂ ସାଜିଦ୍ ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ମାୟାନଗରୀରେ ବଢୁଛି #Me Too ମୁଭମେଣ୍ଟ

ବଲିଉଡ୍‌ରେ ତେଜିବାରେ ଲାଗିଛି #Me Too ମୁଭମେଣ୍ଟ । ଜଣଙ୍କ ପରେ ଜଣେ ହାଇପ୍ରୋଫାଇଲ୍‌ ସେଲିବ୍ରିଟିଙ୍କ ପୋଲ ଖୋଲୁଛି । ଯୌନ ଶୋଷଣ ଅଭିଯୋଗ ହେଉଛି । ଏବେ ବଲିଉଡ୍‌ର ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ ସୁବାସ ଘାଇଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଏନେଇ ଜଣେ ମହିଳା ଟ୍ଵିଟ୍‌ କରି ସୁବାସ…

#Me Too ମୁଭମେଣ୍ଟର ଚକ୍ରବ୍ୟୂହରେ ଚେତନ ଭଗତ, ସୋସିଆଲ ମିଡିଆରେ ଘୁରି ବୁଲୁଛି ପ୍ରେମ ନିବେଦନର ମେସେଜ୍

ମୁହଁ ଖୋଲୁଛନ୍ତି ମହିଳା । ନିଡର ହୋଇ କହୁଛନ୍ତି ସହିଥିବା ନିର୍ଯାତନା କଥା। ସାରା ବିଶ୍ୱରେ ଚାଲିଛି #Me Too ଅଭିଯାନ। ଭାରତରେ ଏବେ କିଛି ଦିନ ହେଲା, ଏ ଅଭିଯାନ ଜୋର ଧରିଛି। ଏହାକୁ ଆରମ୍ଭ କରିଥିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ଆମେରିକାରେ ରହୁଥିବା ତନୁଶ୍ରୀ ଭାରତ ଆସି ୧୦ ବର୍ଷର ତଳର…