Browsing Tag

meat

ମାଂସ ପାଇଁ ୩ ଦିନ ଧରି ଘରେ ପଡ଼ିରହିଲା ମୃତଦେହ

ମୟୁରଭଞ୍ଜ: ମାଂସ ପାଇଁ ଘରେ ପଚିଲା ମୃତଦେହ । ୩ ଦିନ ଧରି ପଡ଼ିରହିଲା ଶବ । ହୋଇପାରିଲା ନାହିଁ ଶବ ସତ୍କାର । ଗାଁ ରୁ ବାସନ୍ଦ କଲେ ଏକ ଘରିଆ କରି ଦେଲେ ଗ୍ରାମବାସୀ । ଏକଥା ଶୁଣି ହୁଏତ ଅପଣ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ମାଂସ ପାଇଁ ଏଭଳି କାଣ୍ଡ ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ…

ମଟନ କହି ଲୋକଙ୍କୁ ବିକୁଥିଲେ ବିଲେଇ ମାଂସ, ୧୦୦୦ ବିଲେଇଙ୍କୁ ଉଦ୍ଧାର କଲା ପୋଲିସ

ଦୁନିଆର ପ୍ରାୟତଃ ସବୁ ଦେଶର ଲୋକମାନେ ଜୀବ ଯନ୍ତୁ ଖାଇଥାନ୍ତି । ଚିକେନ୍-ମଟନ୍ ବ୍ୟତୀତ ଗାଈ, ହରିଣ, ଠେକୁଆ ପରି ପଶୁଙ୍କୁ ଖାଇବାକୁ ଲୋକେ ଭଲ ପାଆନ୍ତି । କିନ୍ତୁ ପଶୁ ମାଂସ ଖାଇବା କଥା ଆସିଲେ ଚୀନ୍ ସହ କୌଣସି ଦେଶ ପ୍ରତିଯୋଗିତା କରି ପାରିବେ ନାହିଁ । କାରଣ ଏଠାରେ ଏପରି କୌଣସି ଜୀବ ନଥିବ…

ମାଂସ ଖାଇବା ଦ୍ୱାରା ହାଡ଼ ହେଉଛି ଦୁର୍ବଳ ! ରିସର୍ଚ୍ଚରୁ ହେଲା ବଡ ଖୁଲାସା, ଅଧିକ ଖାଉଥିଲେ ହେଇଯାନ୍ତୁ ସାବଧାନ

ମିଟ୍‌ ବା ମାଂସରେ ପ୍ରୋଟିନ୍ ପ୍ରଚୁର ପରିମାଣରେ ରହିଥାଏ। ଲୋକଙ୍କର ଏକ ବିଶ୍ୱାସ ରହିଛି ଯେ ସେମାନେ ଯେତେ ଅଧିକ ମାଂସ ଖାଆନ୍ତି, ସେତେ ଅଧିକ ପ୍ରୋଟିନ୍ ପାଇବେ, କିନ୍ତୁ ପ୍ରୋଟିନ୍ ପାଇଁ କେବଳ ମାଂସ ଉପରେ ନିର୍ଭର କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଖାସ୍‌ କରି…

ମାଂସ ମାର୍କେଟରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ, ଏଣିକି ଫାର୍ମରୁ ନୁହେଁ ଲ୍ୟାବ୍‌ରୁ ମିଳିବ ଚିକେନ୍‌

ନୂଆଦିଲ୍ଲୀ : ଫାର୍ମରୁ ନୁହଁ ଲ୍ୟାବ୍‌ରୁ ମିଳିବ ଚିକେନ୍‌ । ଭବିଷ୍ୟତ ମାଂସ ମାର୍କେଟରେ ଆସିବାକୁ ଯାଉଛି ବଡ଼ ବୈପ୍ଳବିକ ପରିବର୍ତ୍ତନ। ଆମେରିକା ଫୁଡ୍‌ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ FDA, ଏକ କମ୍ପାନୀର ଲ୍ୟାବ୍‌ ବିକଶିତ ଚିକେନ୍‌କୁ ଦେଇଛି ଗ୍ରୀନ ସିଗନାଲ। କାଲିଫର୍ଣ୍ଣିଆର ଫୁଡ୍‌ଟେକ୍‌…

ମାଂସର ଦାମ୍‌ ବଢ଼ିବା ପାଇଁ ମହିଳାଙ୍କ ଜଙ୍ଘ ଦାୟୀ: ମସ୍‌ଜିଦ୍‌ ମୁଖ୍ୟ ଦେଲେ ଏଭଳି ବିବାଦୀୟ ବୟାନ

କେତେକ ମୁସ୍‌ଲିମ୍‌ ଦେଶରେ ଏବେ ବି ମହିଳାଙ୍କର ସ୍ଥିତି ଭଲ ନଥିବା ବେଳେ ପୁରୁଷଙ୍କର ସେମାନଙ୍କ ପ୍ରତି ଚିନ୍ତା ଧାରା ବି ସେଇ ପୁରୁଣାକାଳିଆ ରହିଛି। ସେଠାରେ ଏବେ ମଧ୍ୟ ସେମାନଙ୍କ ଉପରେ ବହୁ ପ୍ରତିବନ୍ଧକ ଲଗାଯାଉଛି। ସେମାନଙ୍କ ସ୍ୱାଧୀନତା ଛଡ଼ାଇ ନିଆଯାଉଛି। ନିକଟରେ ମଧ୍ୟ ଏସୀୟ ଦେଶ…

ଏଥର ଖାଇପାରିବେ ବାଘ ସିଂହଙ୍କ ଭଳି ପଶୁଙ୍କ ମାଂସ, କିନ୍ତୁ ଏମାନଙ୍କୁ ହତ୍ୟା କରାଯିବନି

ବର୍ତ୍ତମାନ ସମସ୍ତେ ଯେମିତି ଆମିଷ ଖାଦ୍ୟର ବଶବର୍ତ୍ତୀ । ଘରେ ବାହାରେ ପାଟିରେ ଆମିଷ ନବାଜିଲେ ଖାଦ୍ୟ ଭଲଲାଗୁନି । ବିଶେଷ କରି ବାହାରେ ହୋଟେଲ ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଷ୍ଟ୍ରିଟମାନଙ୍କରେ ଏସବୁର ଚାହିଦା ଅଧିକ । ଯେମିତିକି ଚିକେନ, ମଟନ, ରେଡମିଟ ଇତ୍ୟାଦି । ତା ସହିତ ଲୋକେ ଏବେ ନୂଆ ନୂଆ…

ଆପଣ ବି ଦୀର୍ଘ ସମୟ ଯାଏଁ ମାଂସକୁ ଫ୍ରିଜ୍‌ରେ ରଖୁଛନ୍ତି କି! ଜାଣନ୍ତୁ ଏହା ଦ୍ୱାରା ହେଉଥିବା ସମସ୍ୟା ସମ୍ପର୍କରେ

ଅଧିକାଂଶ ଲୋକ ମାଂସକୁ ଫ୍ରିଜ୍‌ରେ ଷ୍ଟୋର କରି ରଖିଥାନ୍ତି ଓ ଦରକାର ବେଳେ କାଢ଼ି ବ୍ୟବହାର କରନ୍ତି। କିନ୍ତୁ ଏଭଳି ମାଂସ ଖାଇବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ ବୋଲି ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ବିଶେଷଜ୍ଞଙ୍କ ମତରେ, ମିଟ୍‌ ବା ମାଂସକୁ ସବୁବେଳେ ସଫା ଜାରରେ ପ୍ୟାକ୍‌ କରି…

ସେଲୁନ ଭିତରେ କର୍ମଚାରୀ କାଟୁଥିଲେ ହରିଣ ମାଂସ, ହେଲା କିଛି ଏମିତି ଭିଡିଓ ହେଉଛି ଭାଇରାଲ

ଆପଣ ସେଲୁନ୍‌ ତ ନିଶ୍ଚିତ ଯାଇଥିବେ। ସେଲୁନ କିମ୍ବାପାର୍ଲରରେ ଲୋକମାନେ ଚୁଟି କାଟିବା ସହ ନଖ କାଟିବା କିମ୍ବା ମେକ୍‌ଅପ୍‌ କରାଯାଏ। କିନ୍ତୁ ସେଲୁନରେ ମାଂସ କାଟିବା ଆପଣ କେବେ ଦେଖିଛନ୍ତି କି ? ଦେଖିବେ କ’ଣ କେବେ ଶୁଣିନଥିବେ। ଏପରି ଏକ ଘଟଣା ଆମରିକାର ନର୍ଥ କେରୋଲିନାରେ ଏକ ସେଲୁନରେ…