Browsing Tag

medical

ଏହା ହେଉଛି ଭାରତର ସବୁଠାରୁ ଦାମୀ କୋର୍ସ, ଫି’ ଶୁଣିଲେ ଉଡିଯିବ ଆପଣଙ୍କ ହୋସ୍

ପ୍ରତ୍ୟେକ ବାପା ମା' ସବୁବେଳେ ନିଜ ପିଲାଙ୍କୁ ସର୍ବୋତ୍ତମ ଶିକ୍ଷା ଦେବାକୁ ଚାହାଁନ୍ତି, ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଏଭଳି ଏକ କୋର୍ସ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । ପ୍ରତ୍ୟେକ ପିତାମାତା ନିଜ ପିଲାଙ୍କୁ ସର୍ବୋତ୍ତମ ଶିକ୍ଷା…

ଜଳେଶ୍ୱର ଜିକେ ଭଟ୍ଟର ମେଡିକାଲରେ ପଶିଲା ପାଣି; ତଳ ମହଲାରୁ ଉପର ମହଲାକୁ ରୋଗୀଙ୍କୁ ସ୍ଥାନାନ୍ତର

ଜଳେଶ୍ବର (କେନ୍ୟୁଜ): ହସ୍ପିଟାଲରେ ଲହଡି ଭାଙ୍ଗୁଛି ପାଣି । ରୋଗୀ ସେବା ବାଧାପ୍ରାପ୍ତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଳକ ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ହନ୍ତସନ୍ତ ହେଉଛନ୍ତି ରୋଗୀ । ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ପ୍ରବଳ ବର୍ଷା…

ମେଡିକାଲ ଇନସ୍ୟୁରାନ୍ସ କ୍ଲେମ ପାଇଁ ହସପିଟାଲରେ ଭର୍ତ୍ତି ହେବା ଜରୁରୀ ନୁହେଁ, ରାୟ ଶୁଣାଇଲେ ଉପଭୋକ୍ତା ଫୋରମ

ଆପଣ ଯଦି ନିଜ ପରିବାର ଲୋକଙ୍କର ମେଡିକାଲ ଇନସ୍ୟୁରାନ୍ସ କରିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ମେଡିକାଲ ଇନସ୍ୟୁରାନ୍ସ କ୍ଲେମ ପାଇଁ କୌଣସି ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ବା ୨୪ ଘଣ୍ଟା ପାଇଁ ଭର୍ତ୍ତି ହେବା ଜରୁରୀ ନୁହେଁ । ଏଥିପାଇଁ ମେଡିକାଲ ଇନସ୍ୟୁରାନ୍ସ କମ୍ପାନୀକୁ…

ଚିକିତ୍ସା ବିଜ୍ଞାନରେ ନୂଆ ଅଧ୍ୟାୟ : ଜନ୍ମ ପୂର୍ବରୁ ମା’ ପେଟରେ ଥିବା ଶିଶୁର ବିରଳ ରୋଗର ଚିକିତ୍ସା କଲେ ଡାକ୍ତର

ନୂଆଦିଲ୍ଲୀ : ଆମେରିକା ଓ କାନଡା ବୈଜ୍ଞାନିକ ଏମିତି କରି ଦେଖାଇଲେ ଯାହା କେବେ ବି ହୋଇ ନଥିଲା । ସେମାନେ ଜନ୍ମ ପୂର୍ବରୁ ମା’ ପେଟରେ ଥିବା ଏକ ଶିଶୁର ବିରଳ ଜେନେଟିକ ରୋଗକୁ ଚିକିତ୍ସା ମାଧ୍ୟମରେ ସଜାଡି ଦେଇଛନ୍ତି । ଏଥିପାଇଁ ସେମାନେ ଏକ ନୂଆ କୌଶଳର ପ୍ରୟୋଗ କରିଥିଲେ । ଆୟାଲା ବଶିର ନାମକ…

ଗିରଫ ସମୟରେ ହଠାତ ବିଗିଡ଼ିଲା KRK ସ୍ୱାସ୍ଥ୍ୟ ଅବସ୍ଥା, ଜେଲ ବଦଳରେ ଗଲେ ମେଡିକାଲ

କମାଲ ଆର ଖାନ ବର୍ତ୍ତମାନ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ନିଜକୁ ସମାଲୋଚକ ବୋଲି କହୁଥିବା KRK ତାଙ୍କର ବିବାଦୀୟ ଟ୍ୱିଟ୍ ଯୋଗୁଁ ଅସୁବିଧାରେ ପଡ଼ିଛନ୍ତି। ଗତ କାଲି ବିମାନବନ୍ଦରରୁ କମାଲ ଆର ଖାନଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା, କିନ୍ତୁ ଗିରଫ ହେବାର କିଛି ଘଣ୍ଟା ପରେ ହଠାତ୍…

ଏହି ଅଭ୍ୟାସ ହୋଇପାରେ ବ୍ରେନ୍ ଷ୍ଟ୍ରୋକର କାରଣ: ନିଶା ସେବନ ଶରୀରରେ ତିଆରି କରିଥାଏ ୭୦୦୦ କେମିକାଲ, ହୋଇଯାଆନ୍ତୁ…

ବର୍ତ୍ତମାନ ଯେଉଁଭଳି ଭାବେ ପାଣିପାଗ ପରିବର୍ତ୍ତନ ହେଉଛି ଓ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଦେଖାଯାଉଛି ତାହା ସାଜୁଛି ଅନେକ ରୋଗର କାରଣ । ଏମିତିକି ମଣିଷର ନିଜର ଜୀବନ ଶୈଳୀ ଠିକ୍ ନରହିବାରୁ ହିଁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପୁଣି କୋଭିଡ ଆସିବା ପରେ ଏବେ ବିଭିନ୍ନ ପ୍ରକାର…

ଦେଶରେ କାୟା ମେଲାଉଛି କୋଭିଡ, ଏହା ପରେ ବି ଭାରତ ଆଫଗାନିସ୍ତାନକୁ ପଠାଇଲା ୫ ଲକ୍ଷ କୋଭାକ୍ସିନ

ବର୍ତ୍ତମାନ ଦେଶରେ କୋଭିଡ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି କରୋନା ଭାଇରସ ନିଜକୁ ଏତେ ମ୍ୟୁଟେଟ କରୁଛି ଯେ ଡେଲ୍ଟା, ଗାମା ଓ ଓମିକ୍ରନ ପରି ଅନେକ ଭାରିଏଣ୍ଟ ଦେଖିବାକୁ ମିଳୁଛି । ପୁଣି କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଏହା ଏତେ ମାତ୍ରାରେ ମାରାତ୍ମକ ନହେଲେ…

ଯାଆଁଳା ଶିଶୁ ଜନ୍ମ ହେଲେ ଭିନ୍ନ ଭିନ୍ନ ବର୍ଷରେ, ଜଣେ ୨୦୨୧ ବର୍ଷରେ ତ ଅନ୍ୟ ଜଣେ ୨୦୨୨ରେ

ଆପଣମାନେ ସମସ୍ତେ ଜାଣନ୍ତି କି ଯାଆଁଳା ଜନ୍ମ ବିଷୟରେ । ଗୋଟିଏ ପରେ ଗୋଟିଏ ବା ଅଳ୍ପ ବ୍ୟବଧାନରେ ପିଲା ଦୁଇଟି ଜନ୍ମ ହେଲେ ସେମାନଙ୍କୁ ଟୁଇନ୍‌ ବା ଯାଆଁଳା ବୋଲି କୁହାଯାଏ । ତେବେ ଏକଥା ବୋଧହୁଏ ଆଶ୍ଚର୍ଯ୍ୟ କରିବ ଯେ ଯାଆଁଳା ଶିଶୁଙ୍କ ଜନ୍ମର ବ୍ୟବଧାନ ପାଖାପାଖି ବର୍ଷେ ବି ହୋଇ ପାରେ ।…

ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର, ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଲାଞ୍ଚ ନେବାର ଭିଡିଓ ଭାଇରାଲ

ବ୍ରହ୍ମପୁର(କେନ୍ୟୁଜ୍): ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର। ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଲାଞ୍ଚ ନେବାର ଭିଡିଓ ଭାଇରାଲ। ବ୍ରହ୍ମପୁରର ଏକ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲାଞ୍ଚ କାରବାର ନେଇ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଆଶାକର୍ମୀ ଓ ଜଣେ ପୁରୁଷ ଦଲାଲଙ୍କୁ ଜଣେ…

ଢେଙ୍କାନାଳ : ମେଡିକାଲରେ ମଦ

ଢେଙ୍କାନାଳ : ମେଡିକାଲରେ ପରିସରରେ ମଦ କାରବାର। ଅବାଧରେ ମଦ କାରବାର ଚାଲିଥିଲେ ବି କାହାର ନିଘା ନାହିଁ। ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ। ଭୁବନ ବ୍ଲକ ମହୁଲପାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗଦା ହୋଇଛି ମଦ ଜାରକିନ। ମେଡିକାଲ ୱାର୍ଡର ପଛପାଖେ ବିପୁଳ…

ଉଦଳା: ମେଡିକାଲ ପରିସରରେ ମଦୁଆଙ୍କ ଉତ୍ପାତ; ଡାକ୍ତର ଓ ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼, ବ୍ୟାପକ ଭଙ୍ଗାରୁଜା

ଉଦଳା(କେନ୍ୟୁଜ୍): ଉଦଳା ଡାକ୍ତରଖାନାରେ ନିଶାସକ୍ତ ଆହତ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଡାକ୍ତର ଓ ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼ ମାରିବା ସହ ଡାକ୍ତରଖାନା ପରିସରରେ ବ୍ୟାପକ ଭଙ୍ଗାରୁଜା । ବିଳମ୍ବିତ ରାତିରେ ଦୁର୍ଘଟଣାରେ ଆହତ ହୋଇ ତିନିଜଣ ଯୁବକ ଡାକ୍ତରଖାନା ଆସିବା ପରେ ନାଇଟ ଡ୍ୟୁଟିରେ ଥିବା…

ରୋଗୀ ମୃତ୍ୟୁ ନେଇ ବାରିପଦା ଓ ସମ୍ବଲପୁର ମେଡିକାଲରେ ଉତ୍ତେଜନା, ରୋଗୀ ସେବାରେ ଉପୁଜିଛି ବାଧା

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଉତ୍ତେଜନା। ଜଣେ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂପର୍କୀୟଙ୍କ ମାଡରେ ଲହୁଲୁହାଣ ହୋଇଛନ୍ତି ଡାକ୍ତର ଓ ନର୍ସ। ପ୍ରତିବାଦରେ ଡାକ୍ତର ଓ ନର୍ସ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଜଣେ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର ଚିକିତ୍ସାରେ ଅବହେଳା…