RBI ରେ ଖାଲିପଡିଛି BMC ପଦବୀ, ଦରମା ପ୍ରତି ଘଣ୍ଟାକୁ ୧୦୦୦ ଟଙ୍କା
ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ନାଗପୁରର ବିଭିନ୍ନ ମେଡିକାଲ ସେଣ୍ଟର୍ସ ପାଇଁ ବ୍ଯାଙ୍କ ମେଡିକାଲ କନସଲଟାଣ୍ଟ ପଦ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୮ ଅଗଷ୍ଟ ୨୦୨୧ ପର୍ଯ୍ଯନ୍ତ ଆବେଦନ କରିପାରିବେ। ରିଜର୍ଭ ବ୍ଯାଙ୍କ ଭର୍ତ୍ତି ପାଇଁ ଆବେଦନ କରିବା ପୂର୍ବରୁ…