Browsing Tag

medical strike

ପାରା ମେଡିକାଲ କର୍ମଚାରୀଙ୍କ ୨ୟ ଦିନ ଧାରଣା

କୋରାପୁଟ : ମେଡିକାଲ କଲେଜରେ ପାରା ମେଡିକାଲ କର୍ମଚାରୀଙ୍କ ଧାରଣା ୨ୟ ଦିନରେ ପହଞ୍ଚିଛି। ୪ଦଫା ଦାବି ପୂରଣ ନେଇ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍ପିଟାଲ ପରିସରରେ ଧାରଣାରେ ବସିଛନ୍ତି। ଶୀଘ୍ର ଦାବି ପୂରଣ ନହେଲେ ଆସନ୍ତା ୭ତାରିଖରେ ୧୨…

ଚିକିତ୍ସା ଅବହେଳାରୁ ନାବାଳିକା ମୃତ: ହସପିଟାଲରେ ଉତ୍ତେଜନା

ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ମୃତକ ଜଣକ ଧାମନଗରର ଶୁଭସ୍ମିତା ମଳିକ। ଗତକାଲି ରାତିରେ ଶୁଭସ୍ମିତାଙ୍କୁ ବାନ୍ତି ହେବାରୁ ପରିବାରଲୋକେ ତାଙ୍କୁ ଭଦ୍ରକ…