Browsing Tag

medicated towel

ଆଠ ମାସ ଧରି ପେଟ କଷ୍ଟରେ ପୀଡିତ ଥିଲେ ମହିଳା, ଏକ୍ସ ରେ ପରେ ସାମ୍ନାକୁ ଆସିଲା ଡାକ୍ତରଙ୍କ କଳା କାରନାମା

ଅପରେସନ୍ ପରେ ମହିଳାଙ୍କ ପେଟରେ ଛାଡିଦେଲେ ଟାୱେଲ୍ । ସାମ୍ନାକୁ ଆସିଛି ବିହାରରେ ଜଣେ ଡାକ୍ତରଙ୍କ ଖାମଖିଆଲି ମନୋଭାବ । ଏବେ ଆଠ ମାସ ପରେ ଟାୱେଲକୁ ଅପରେସନ୍ କରି ବାହାର କରିଛନ୍ତି ଆଉ ଜଣେ ଡାକ୍ତର । ସୂଚନା ଅନୁସାରେ, ପ୍ରାୟ ଆଠ ମାସ ତଳେ ପେଟ ଅପରେସନ୍ ପାଇଁ ଡାକ୍ତରଖାନାକୁ ଯାଇଥିଲେ…