ମେଡ଼ିସିନ ଖାଉଥିଲେ ସତର୍କ ରୁହନ୍ତୁ
ରୋଗ। ମଣିଷର ପରମ ଶତ୍ରୁ। ଆଜି କାଲି ଲାଇଫଷ୍ଟାଇଲ ଏତେ ବିଗିଡ଼ିଗଲାଣି ଯେ ପ୍ରତ୍ୟେକ ଲୋକଙ୍କର କିଛି ନା କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି। ଆଉ ଟିକେ କଣ ହେଲେ ସମସ୍ତେ ମେଡିସିନ ଉପରେ ନିର୍ଭର କରୁଛନ୍ତି । ଏମିତିରେ ସମସ୍ତେ ମେଡ଼ିସିନ ତ ଖାଉଛନ୍ତି କିନ୍ତୁ ଏହା କିପରି ଖାଇବା ଉଚିତ…