ବେଗୁନିଆ: ଗୋଟେ ପଟେ ରୋଗୀଙ୍କୁ ମିଳୁନି ଔଷଧ, ଅନ୍ଯପଟେ ନିଆଁରେ ପୋଡାଯାଇଛି ଗଦା ଗଦା ଏକ୍ସପାରୀ ମେଡିସିନ୍
ବେଗୁନିଆ: ଖୁଲମ ଖୁଲା ଆତ୍ମସାତ୍ ହେଉଛି ସରକାରୀ ଟଙ୍କା । କାହାକୁ ନାହିଁ ଭୟ । ଉନ୍ନତ ସ୍ବାସ୍ଥ୍ଯ ସେବା ପାଇଁ ସରକାର ପ୍ରତିବଦ୍ଧ। ହେଲେ ଅବ୍ଯବସ୍ଥା ଭିତରେ ଚାଲଛି ସବୁ ଯୋଜନା । ଗୋଟେ ପଟେ ରୋଗୀଙ୍କୁ ମିଳୁନି ଔଷଧ। ହେଲେ ଅନ୍ଯପଟେ ନିଆଁରେ ପୋଡାଯାଇଛି ଗଦା ଗଦା ଏକ୍ସପାରୀ ମେଡିସିନ୍ ।…