ଫିନ୍ଲ୍ୟାଣ୍ଡରେ ଏକାଠି ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍
ନୁଆଦିଲ୍ଲୀ: ହାତ ମିଳାଇଛନ୍ତି ଡୋନାଲ୍ଡ ଟ୍ରମ୍ପ ଓ ଭ୍ଲାଦିମିର ପୁଟିନ୍। ଫିନ୍ଲ୍ୟାଣ୍ଡ ରାଜଧାନୀ ହେଲ୍ସିଙ୍କିରେ ଶିଖର ବୈଠକରେ ଏକାଠି ହୋଇଛନ୍ତି ଦୁଇ ନେତା। ଉଭୟଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି। ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମସ୍କୋର ହସ୍ତକ୍ଷେପକୁ ଭୁଲି…