Browsing Tag

meeting

ଏଣିକି ସରକାରୀ ବୈଠକ ଓ ସମ୍ମିଳନୀରେ ଦିଆଯାଉ ମାଣ୍ଡିଆ ଜଳଖିଆ, ବିଭାଗୀୟ ସଚିବମାନଙ୍କୁ ପତ୍ର ଲେଖିଲେ କୃଷି ସଚିବ

ଭୁବନେଶ୍ୱର (କେନ୍ୟୁଜ): ଏଣିକି ବିଭିନ୍ନ ସରକାରୀ ବୈଠକ ଓ ସମ୍ମିଳନୀରେ ଦିଆଯିବ ମାଣ୍ଡିଆ ଜଳଖିଆ। ଏନେଇ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅତିରିକ୍ତ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିସନର ତଥା ସଚିବଙ୍କୁ ପତ୍ର ଲେଖିଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ। ମାଣ୍ଡିଆରୁ…

୨ ବର୍ଷ ପରେ ଭକ୍ତ ଗହଣରେ ହେବ ରଥଯାତ୍ରା : ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( କେନ୍ୟୁଜ): ଦୁଇ ବର୍ଷ ପରେ ଏଥର ଶ୍ରଦ୍ଧାଳୁଙ୍କ ଗହଣରେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ ସେଥିପାଇଁ ବିଶେଷ ଦୃଷ୍ଟି ଦେବାକୁ…

କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ; ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ପ୍ରଭାରୀ ଚେଲ୍ଲାକୁମାରଙ୍କ ୱାନ-ଟୁ-ୱାନ ଆଲୋଚନା

ଭୁବନେଶ୍ବର (କେନ୍ୟୁଜ୍‌): ଖୁବଶୀଘ୍ର ଘୋଷଣା ହୋଇପାରେ ନୂଆ ପିସିସି ସଭାପତିଙ୍କ ନାଁ । ବିଧାୟକମାନଙ୍କ ସହ ଓ୍ଵାନ ଟୁ ଓ୍ଵାନ୍‌ ଆଲୋଚନା କରୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର । କିଏ ସଭାପତି ହେଲେ ଭଲ ହେବ, ସେ ନେଇ ପ୍ରଭାରୀ ନାଁ ପଚାରୁଛନ୍ତି । ବିଧାୟକମାନେ ନିଜ ପସନ୍ଦର…

ଆଜି ପଞ୍ଚାୟତ ନିର୍ବାଚନ ପାଇଁ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗ ଦେବେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି

ଭୁବନେଶ୍ବର(କେନ୍ୟୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିବାବେଳେ ଆଜି ଜିଲ୍ଲାପାଳ ଓ ଏସପିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ବୈଠକ କରିବେ । ଏଥିରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଯୋଗ ଦେବେ । ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଗୃହ ସଚିବ, ଡିଜିପି, ସ୍ୱାସ୍ଥ୍ୟ ସଚିବ ଓ…

କୋଭିଡ ସ୍ଥିତି ଦେଖି ଜିଲ୍ଲାପାଳଙ୍କୁ କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ୍‌) : କୋଭିଡ୍‌ର ଓମିକ୍ରନ୍‌ ଭାରିଏଣ୍ଟ ଧୀରେ ଧୀରେ କାୟା ମେଲାଉଛି । ଏହାକୁ ଦୃଷ୍ଟିରେ ରଖି କଟକଣା ବଢ଼ାଇବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଦାୟିତ୍ୱ ଦିଆଗଲା। କୋଭିଡ ସ୍ଥିତି ଦେଖି ଜିଲ୍ଲାପାଳଙ୍କୁ କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାକି…

ଆସନ୍ତା ୧୨ ତାରିଖରେ ସବୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ, ଲକଡାଉନ ସମୟରେ ପାଠପଢ଼ା ସଂପର୍କରେ ଆଲୋଚନା

ଭୁବନେଶ୍ବର: ଆସନ୍ତା ୧୨ ତାରିଖରେ ସବୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବୈଠକ ଡକାଯାଇଛି । ଲକଡାଉନ ସମୟରେ ପାଠପଢ଼ା ସଂପର୍କରେ ଆଲୋଚନା କରାଯିବ । ୟୁଜି ଓ ପିଜି ପରୀକ୍ଷା କେମିତି ହେବ ସେନେଇ କୁଳପତିମାନଙ୍କ ମତାମତ ନିଆଯିବ । ପରେ ସବୁ କଲେଜ…

ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ପୋଲିସ ଉପରକୁ ଆକ୍ରମଣ ଘଟଣା, ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ନେଇ ବୈଠକ

ଦାରିଙ୍ଗବାଡ଼ି: ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ପୋଲିସ ଉପରକୁ ଆକ୍ରମଣ ଘଟଣାକୁ ନେଇ ପୋଲିସ ଓ ଜନତାଙ୍କ ସୁସମ୍ପର୍କ ବୈଠକ। ଏନେଇ ନେଇ ମେରାମାହା ଗ୍ରାମଠାରେ ଦାରିଙ୍ଗବାଡ଼ି ବ୍ଲକ ଉପାଧକ୍ଷ ରମାକାନ୍ତ ବଳିଆରସିଂଙ୍କ ତତ୍ୱାବଧାନରେ, ବ୍ରାହ୍ମଣୀଗାଁ ଅଂଚଳ ଅନ୍ତର୍ଗତ ୮ ଗୋଟି ପଂଚାୟତର…

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ କିସ୍ ଶ୍ରୀବାଣୀକ୍ଷେତ୍ର, ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ଆୟୋଜନ

ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା ପାଇଁ ବେଶ ଚଳଚଞ୍ଚଳ ହୋଇଉଠିଛି କିସ୍‌ ଶ୍ରୀବାଣୀକ୍ଷେତ୍ର । ମଙ୍ଗଳବାର ଶ୍ରୀଜୀଉମାନଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ନବଯୌବନ ରୂପ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ । ଗୁରୁବାର ରଥଯାତ୍ରା ପାଇଁ…

ୱାନ୍ ନେସନ୍, ୱାନ ଇଲେକ୍ସନ ସପକ୍ଷରେ ବିଜେଡି… ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ସମର୍ଥନ ଜଣାଇଲେ ନବୀନ

ଦେଶରେ ଏକକ ନିର୍ବାଚନକୁ ସମର୍ଥନ କରୁଛି ବିଜେଡି। ଆଜି ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ପୁଣି ଏହି କଥା ଦୋହରାଇ ଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ବୈଠକରେ କିନ୍ତୁ, କଂଗ୍ରେସ ସହ ବହୁ ପ୍ରମୁଖ ବିରୋଧୀ ଦଳର ମୁଖିଆ ଯୋଗ ଦେଇ ନଥିଲେ।…

ମୋଦିଙ୍କ ପ୍ରଥମ ଇନିଂସର ଶେଷ ମନ୍ତ୍ରିମଣ୍ଡଳ ବୈଠକ, ପ୍ରଧାନମନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟର ପ୍ରଥମ ଇନିଂସର ଶେଷ ବୈଠକ। ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି । ସେହିପରି ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଶ ପାଇଁ ସେବା ନେଇ…

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଆନ୍ତଃମନ୍ତ୍ରୀ ସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ବର (କେନ୍ୟୁଜ୍) : ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଆନ୍ତଃମନ୍ତ୍ରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପରିବହନ ମନ୍ତ୍ରୀଙ୍କ ଅର୍ଥ ସଚିବ ଓ ଶିକ୍ଷା ସଚିବଙ୍କ ସମେତ ୧୬୧ଟି ସଙ୍ଗଠନର ସଦସ୍ୟ ସାମିଲ ହୋଇଥିଲେ । ତୃତୀୟ ପର୍ଯ୍ୟାୟ ମନ୍ତ୍ରୀସ୍ତରୀୟ ବୈଠକରେ କିଛି…