ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ତୁରନ୍ତ ମରାମତି ହେବ : ଆଇନମନ୍ତ୍ରୀ
ପୁରୀ : ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ । ତୁରନ୍ତ ମରାମତି ହେବ ମେଘନାଦ ପାଚେରୀ । ଯାହା ଅସୁବିଧା ହୋଇଛି ତାର ତୁରନ୍ତ ମରାମତି କରାଯିବ। ଯେମିତି କୌଣସି ସମସ୍ୟା ହେବ ନାହିଁ । ଏନେଇ ASIର ଟେକ୍ନିକାଲ ଟିମ୍ ଅଛନ୍ତି , ମୁଁ କୌଣସି…