Browsing Tag

mejor

ମେଜର ସ୍ତ୍ରୀ ହତ୍ୟା ମାମଲା: ବିବାହ ପାଇଁ ରାଜି ନହେବାରୁ କାଟିଲେ ଗଳା

ଦିଲ୍ଲୀ: ବିବାହିତା ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଲେ। ରାଜି ନହେବାରୁ ଗଳା କାଟି ଅତି ନିର୍ମମ ଭାବେ ହତ୍ୟା କଲେ ଜଣେ ମେଜର। ଅନ୍ୟ ଜଣେ ସେନା ଅଧିକାରୀଙ୍କ ସ୍ତ୍ରୀଙ୍କୁ ବିବାହ କରିବାରେ ବିଫଳ ହୋଇ ଏଭଳି ଅଘଟଣ ଘଟାଇଛନ୍ତି ମେଜର ନିଖିଲ ରାୟ ହଣ୍ଡା। ଘଟଣା ଘଟିଛି ପଶ୍ଚିମ ଦିଲ୍ଲୀରେ।…