Browsing Tag

melinda

ବିବାହର ୨୭ ବର୍ଷ ପରେ ଅଲଗା ହେଲେ ବିଶ୍ୱର ବେଶ ଜଣାଶୁଣା କପଲ ବିଲ୍‌ ଗେଟସ୍‌ ଓ ମିଲିଣ୍ଡା

କେନ୍ଯୁଜ୍: ଅଲଗା ହେଲେ ବିଲ୍‌ ଗେଟସ୍‌ ଓ ମିଲିଣ୍ଡା । ବାହାଘରର ୨୭ ବର୍ଷ ପରେ ଅଲଗା ହେଲେ ବିଶ୍ୱର ବେଶ ଜଣାଶୁଣା କପଲ । ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟସ୍‌ ଓ ତାଙ୍କ ପତ୍ନୀ ମିଲିଣ୍ଡା ଏଭଳି ନିଷ୍ପତି ନେଇଛନ୍ତି । ଅନେକ ଆଲୋଚନା ପରେ ଦୁହେଁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ବିଲ…