Odisha News
.
Browsing Tag

memu train

ଦୈନିକ ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର, ୩ଟି ପାସେଞ୍ଜର ଟ୍ରେନ ବଦଳରେ ଚଳାଚଳ କରିବ ମେମୁ ଟ୍ରେନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ଓ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ପାସେଞ୍ଜର ଟ୍ରେନ ବଦଳରେ ଚଳାଚଳ କରିବ ମେମୁ ଟ୍ରେନ୍‌ । ଚଳିତ ସପ୍ତାହରୁ ଲୋକାଲ ଟ୍ରେନ୍‌ ବଦଳରେ ତିନିଟି ପାସେଞ୍ଜର ଟ୍ରେନ ଚଳାଚଳ କରିବ ବୋଲି ରେଳ ବିଭାଗ…

ଗଡ଼ିଲା ମେମୁ ଟ୍ରେନ୍‌ : ଉତ୍ସାହିତ ବ୍ରହ୍ମପୁରବାସୀ

ଭୁବନେଶ୍ବର : ଗଡ଼ିଲା ମେମୁ ଟ୍ରେନ୍‌ । ପୂର୍ବତଟ ରେଳବାଇ ପକ୍ଷରୁ ବ୍ରହ୍ମପୁର-କଟକ ମଧ୍ୟରେ ଏହି ଟ୍ରେନ୍‌ ଆଜିଠୁ ଚଳାଚଳ ଆରମ୍ଭ କରିଛି । ସୋମବାରରୁ ଶନିବାର ସପ୍ତାହକୁ ୬ଦିନ ଏହି ଟ୍ରେନ୍‌ ଚାଲିବ । ବ୍ରହ୍ମପୁର-କଟକ ପାସେଞ୍ଜର ଟ୍ରେନ୍‌ ଚାଲୁଥିବା ସମୟରେ ମେମୁ ଟ୍ରେନ ଚଳାଚଳ କରିବ ।…