Browsing Tag

menstruation

ଋତୁସ୍ରାବ ସମୟରେ ମହିଳାଙ୍କୁ ମିଳୁ ଗୋଟିଏ ଦିନ ଛୁଟି, କେନ୍ଦ୍ର ଶ୍ରମ ମନ୍ତ୍ରଳାୟରେ ପିଟିସନ୍‌ ଦାଖଲ କଲେ ସମ୍ବଲପୁର…

ଝାରସୁଗୁଡା(କେନ୍ୟୁଜ୍‌): ଋତୁସ୍ରାବ ସମୟରେ ମହିଳାଙ୍କୁ ଗୋଟିଏ ଦିନ ଛୁଟି ଦେବାକୁ ଦାବି। ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା। ପ୍ରତ୍ୟେକ ମହିଳା ଏହି ବାଇଲୋଜିକାଲ୍‌ ପ୍ରକ୍ରିୟା ଦେଇ ଗତି କରନ୍ତି। ଯେଉଁ ସମୟରେ କି ଉଭୟ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଇଥାଏ। ତେଣୁ ଶରୀରକୁ ବିଶ୍ରାମ…

ପେରିଅଡସ୍ ଫୁଡ୍ ରୁଟିନ୍: ଜାଣନ୍ତୁ ଋତୁସ୍ରାବ ସମୟରେ, ପୂର୍ବରୁ ଓ ପରେ କ’ଣ ଖାଇବେ ?

ପିରିଅଡସ୍ ବା ମାସିକ ଋତୁସ୍ରାବ ପ୍ରତ୍ୟେକ ନାରୀଙ୍କ ପାଖରେ ଘଟୁଥିବା ଏକ ନାଟୁରାଲ ପ୍ରୋସେସ୍ । ଯାହାକି ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥା । ତେଣୁ ଏହି ସମୟରେ ନିଜର ଖାଦ୍ୟ ବା ଡାଏଟ ଉପରେ ଅଧିକ ସଚେତନତା ରହିବା ଦରକାର। ତେଣୁ ସବୁଠୁ ବଡ଼ କଥା ହେଉଛି ପ୍ରତ୍ୟେକ ମହିଳାଙ୍କୁ ଜାଣିବା ଦରକାର ଯେ…

ଋତୁସ୍ରାବ ଯନ୍ତ୍ରଣାକୁ ଆହୁରି ବଢ଼ାଇଦିଏ ଏସବୁ ଖାଦ୍ୟ

ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣା ସହିବା କଷ୍ଟକର। ଏହି ଯନ୍ତ୍ରଣା ପାଇଁ କାମ କରିବା ଯେତିକି କଷ୍ଟକର ହୋଇଥାଏ, ବାହାରକୁ ବାହାରିବା ମଧ୍ୟ ଆହୁରି କଷ୍ଟସାଧ୍ୟ ହୋଇଥାଏ। ଏହି ଯନ୍ତ୍ରଣାକୁ କମ୍‌ କରିବା ଲାଗି ମା’ ମାନେ ଏବଂ ଡାକ୍ତର ଗରମ ଗରମ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଗରମ…

ମାସିକ ଧର୍ମ ବେଳେ ହେଉଥିବା ପେଟ ପୀଡ଼ା ଓ ଅଣ୍ଟା ବିନ୍ଧା ଭଳି ସମସ୍ୟାକୁ ଚୁଟକିରେ ଦୂର କରେ ଏହି ଆୟୁର୍ବେଦିକ ଜଡ଼ିବୁଟି

ମାସର ସେହି ୫ ଦିନ ପ୍ରତ୍ୟେକ ମହିଳାଙ୍କ ପାଇଁ କଷ୍ଟକର ସମୟ ହୋଇଥାଏ। ମାସିକ ଧର୍ମ ବେଳେ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ, ଫଳରେ ଗର୍ଭଧାରଣ ବେଳେ ମହିଳାଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ। ଏଥିସହ ଶରୀର ମଧ୍ୟ ସୁସ୍ଥ ରହେ। ତେବେ ଏହି ସମୟରେ ହେଉଥିବା ଶାରୀରିକ…

ମାସିକ ଋତୁସ୍ରାବ ବେଳେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଏଭଳି ଭାବେ ନିଜକୁ ରଖନ୍ତୁ ହାଇଜିନ୍

ଝିଅମାନେ ପ୍ରତିମାସରେ ମାସିକ ଧର୍ମ ଭଳି ଏକ କଠିନ ଅବସ୍ଥା ଦେଇ ଗତି କରିଥାନ୍ତି। ଏହି ସମୟରେ ସେମାନଙ୍କୁ ବିଭିନ୍ନ ସମସ୍ୟା ଭୋଗ କରିବାକୁ ପଡ଼ିଥାଏ। ଅଧିକାଂଶ ମହିଳାଙ୍କର ଋତୁସ୍ରାବ ବେଳେ ପ୍ରବଳ ପେଟ ବିନ୍ଧା ହୋଇଥାଏ। ଏଥିସହ ଗୋଡ଼, ଅଣ୍ଟାରେ ମଧ୍ୟ ଅସହ୍ୟ ପୀଡ଼ା ହୋଇଥାଏ। ଏନେଇ ଝିଅମାନେ…

ପିରିୟଡ୍ସର ପ୍ରଥମ ପାଞ୍ଚ ଦିନରେ ମହିଳା କେମିତି ରଖିବେ ନିଜର ଯତ୍ନ, ଏଇଠି ଜାଣନ୍ତୁ ପୂରା ପ୍ରକ୍ରିୟା

ସବୁ ମହିଳାଙ୍କ ଜୀବନରେ ମାସିକ ଧର୍ମ ହେଉଛି ତାଙ୍କ ପ୍ରକୃତି ସହିତ ଜଡିତ ପ୍ରକ୍ରିୟା ଅଟେ। ମାସିକ ଋତୁସ୍ରାବ ମହିଳାଙ୍କ ଜୀବନର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ପ୍ରତି ବର୍ଷ ମେ ୨୮ ତାରିଖକୁ ପୂରା ଦୁନିଆରେ 'ମାସିକ ଧର୍ମ ସ୍ୱଚ୍ଛତା ଦିବସ' ରୂପେ ପାଳନ କରେ। ଏହାର ଆରମ୍ଭ ୨୦୧୪…

‘ମାସିକ ଧର୍ମ ବେଳେ ଖାଦ୍ୟ ରାନ୍ଧୁଥିବା ମହିଳା ଆର ଜନ୍ମରେ କୁକୁର ହେବେ’

‘ଋତୁସ୍ରାବ ବେଳେ ମହିଳାମାନେ ଖାଦ୍ୟ ତିଆରି କଲେ ଆରଜନ୍ମରେ କୁକୁର ହୋଇ ଜନ୍ମ ନେବେ’, ଏଭଳି ଏକ ବିବାଦୀୟ ବୟାନ ଦେଇଛନ୍ତି ଗୁଜରାଟର ସ୍ୱାମୀନାରାୟଣ ଭୂଜ ମନ୍ଦିରର ସ୍ୱାମୀ କୃଷ୍ଣସ୍ୱରୂପ ଦାସଜୀ। ଏହି ମନ୍ଦିରର ପାଣ୍ଠିରେ ଚାଲିଥିବା ସ୍କୁଲର ହଷ୍ଟେଲରେ ଗତ କିଛି ଦିନ ତଳେ ଝିଅଙ୍କ ଅଣ୍ଡର…