Browsing Tag

mercedes SUV

ଆଡଭାନ୍ସ ସେଫ୍ଟି ଫିଚର୍ସ ସହ ଲଞ୍ଚ ହେଲା Mercedes Maybach GLS 600, ଜାଣନ୍ତୁ ଦମଦାର ଫିଚର୍ସ

ଜର୍ମାନୀର ପ୍ରମୁଖ ଗାଡ଼ି ନିର୍ମାତା କମ୍ପାନୀ Mercedes-Benz ଭାରତୀୟ ବଜାରରେ ନିଜର ଫ୍ଲେଗସିପ ପାୱାରଫୁଲ ଏସୟୁଭି ଲଞ୍ଚ କରିଛି । ଏହି କାର ଆକର୍ଷକ ଲୁକ ସହ ଦମଦାର ଇଞ୍ଜିନର କ୍ଷମତା ରଖିଛି । ତେବେ ଚାଲନ୍ତୁ ଜାଣିବା ଏହି Mercedes Maybach GLS 600ର ଦାମ ଏବଂ ଦମଦାର ଫିଚର୍ସ ସମ୍ପର୍କରେ…