Browsing Tag

mere touching the chest is not sexual assault

ଚର୍ମ କୁ ଚର୍ମ ସ୍ପର୍ଶ ନଥାଇ କାହାକୁ ଛୁଇଁଲେ ଯୌନ ଶୋଷଣ ଅପରାଧ ନୁହେଁ : ବମ୍ବେ ହାଇକୋର୍ଟ

ମୁମ୍ବାଇ :  ଏକ ମାମଲାର ବିଚାର କରି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ ଏକ ରାୟରେ କହିଛନ୍ତି ଯେ କେବଳ ଯୌନ ଶୋଷଣ ଇଚ୍ଛା ଥାଇ ଜଣକର ଚର୍ମକୁ ଚର୍ମ ସ୍ପର୍ଶ କଲେ ଏହାକୁ ଯୌନ ଶୋଷଣ ଭାବେ ଗ୍ରହଣ କରାଯିବ । ହେଲେ ବିନା ଚର୍ମ ସ୍ପର୍ଶରେ କେବଳ ଜବରଦସ୍ତ ଛୁଇଁବାକୁ ଯୌନ ଶୋଷଣ ମାମଲା ଭାବେ…