ଐତିହ୍ଯ ପରମ୍ପରା, ଚିରସବୁଜିମା ସୌନ୍ଦର୍ଯ୍ୟରେ ଭରା ମେରୁ ମଠ, କେବେ ଯିବେ ବୁଲିବାକୁ ?
ମୟୁରଭଞ୍ଜ (କେନ୍ୟୁଜ) : ଶିଳ୍ପ ବିହୀନ ଜିଲ୍ଲା ମୟୁରଭଞ୍ଜ । ମୟୁରଭ ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ହେଉଛି ପର୍ଯ୍ୟଟନ ଶିଳ୍ପ। ଶିମିଳିପାଳ ଅଭୟାରଣ୍ୟ ଦେଶ ବିଦେଶର ବହୁ ପଯ୍ୟର୍ଟକଙ୍କୁ ଆକୃଷ୍ଟ କରିଥାଏ। କେବଳ ଶିମିଳିପାଳ ନୁହଁ ଜିଲ୍ଲାରେ ବହୁସଂଖ୍ଯାରେ ଦର୍ଶନୀୟ ସ୍ଥାନ ମଧ୍ୟ ରହିଛି। କିଛି…