ମୋବାଇଲ ନମ୍ବର ବିନା ବି ଲଗଇନ୍ କରିପାରିବେ WhatsApp, ପ୍ରାଇଭେସି ରହିବ ସୁରକ୍ଷିତ
WhatsApp ନିଜର ୟୁଜରମାନଙ୍କ ପ୍ରାଇଭେସିକୁ ଧ୍ୟାନରେ ରଖି ଅନେକ ନୂଆ ଫିଚର ଆଣୁଛି । କମ୍ପାନୀ ଲଗାତାର କିଛି ନା କିଛି ବଡ଼ ଅପଡେଟ ଜାରି ରଖିଥାଏ । ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ WhatsAppରେ ଏକ ନୂଆ ଆକାଉଣ୍ଟ୍ ଖୋଲିଲେ କିମ୍ବା ଏକ ନୂଆ ଡିଭାଇସରେ ଲଗଇନ୍ କରିବାକୁ ହେଲେ ମୋବାଇଲ୍…