କ୍ରିଏଟର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ, ଇନଷ୍ଟାଗ୍ରାମରେ ଆସିବାକୁ ମେଟା ଦେଉଛି ୪୩ ଲକ୍ଷ ଟଙ୍କା
ମେଟା କ୍ରିଏଟର୍ସଙ୍କ ପାଇଁ ଖୁସି ଖବର । ଆମେରିକାରେ ଟିକଟକ୍ ବନ୍ଦ ହେବାର ସମ୍ଭାବନାକୁ ଆଖି ଆଗରେ ରଖି ମେଟା କ୍ରିଏଟର୍ସମାନଙ୍କୁ ନିଜ ପ୍ଲାଟଫର୍ମକୁ ଆଣିବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ ସେ ଟିକଟକ୍ କ୍ରିଏଟର୍ସମାନଙ୍କୁ ପ୍ରତିମାସରେ ୪୩ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି ।…