Odisha News
.
Browsing Tag

#MeToo

#Me too ଅଭିଯୋଗ ନେଇ ବଲିଉଡର ଦୁଇ ଗାୟକ ସୋସିଆଲ ମିଡିଆରେ ହେଲେ ମୁହାଁମୁହିଁ

ଦେଶର ପ୍ରମୁଖ ସଂଗୀତ ଭିତ୍ତିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ- ୧୧ ରେ ଅନୁ ମଲିକ ବିଚାରକ ଭାବେ ଅଛନ୍ତି । କିଛି ଦିନ ତଳେ ମି ଠୁ କାମ୍ପେନ ଜରିଆରେ ଏହି ସଂଗୀତ ନିର୍ଦ୍ଦେଶକଙ୍କ ନାଁରେ ବହୁ ଅଭିଯୋଗ ଆସିଥିଲା । ଏହି ସମୟରେ ତାଙ୍କୁ ବଲିଉଡର କିଛି ଜଣ ବିରୋଧ କରି ଥିବା ବେଳେ ଅନ୍ୟ କିଛି ଜଣ…

#MeToo ନାଁରେ ନିର୍ମିତ ହେଉଥିଲା ଫିଲ୍ମ, ସେନ୍ସର ବୋର୍ଡ କହିଲେ ଏ ନାମ ଚଳିବ ନାହିଁ

୨୦୧୮ରେ ପୁରା ବଲିଉଡରେ ଚହଳ ସ୍ରୁଷ୍ଟି କରିଥିବା ‘ମୀଠୁ ମୁଭମେଣ୍ଟ’ ଉପରେ ଏବେ ବହୁତ ଫିଲ୍ମ ନିର୍ମିତ ହେଉଛି। ଏହି ମୁଭମେଣ୍ଟ ପାଇଁ ବଲିଉଡର ଅନେକ ବଡ ବଡ କକଳାକାରଙ୍କ ନାମ ସାମ୍ନାକୁ ଆସିଥିଲା। ଏହି ନାମକୁ ନେଇ ବହୁତ ହଙ୍ଗାମା ମଧ୍ୟ ହୋଇଥିଲା। ଅନେକଙ୍କ ଉପରେ ଏବେବି ଜାଞ୍ଚ ଚାଲୁଛି।…

୭୪ ବର୍ଷ ପରେ ବଦନାମ୍ ହେଲା ବିଶ୍ବର ସବୁଠାରୁ ପ୍ରସିଦ୍ଧ ଚୁମ୍ବନ

ଦିନେ ଥିଲା ପ୍ରେମ ଆଉ ରୋମାନ୍ସର ପ୍ରତୀକ । ହେଲେ ଆଜି ତା ଉପରେ ଉଠିବାକୁ ଲାଗିଛି ପ୍ରଶ୍ନର ପାହାଡ । ଏହା ହେଉଛି ଏକ ମୂର୍ତ୍ତିର କାହାଣୀ । ଏହା ହେଉଛି ପ୍ରସିଦ୍ଧ ଷ୍ଟାଚ୍ୟୁ ‘ଅନକଣ୍ଡିସନାଲ୍ ସରେଣ୍ଡର’ ର କାହାଣୀ । ଫ୍ଲୋରିଡାରେ ଯୁଦ୍ଧ ସମୟରେ ଏକ ଐତିହାସିକ ମୁହୂର୍ତ୍ତକୁ ଚୀରସ୍ମରଣୀୟ…

#MeToo ଭୟରେ ରାଜନୈତିକ ଦଳ : ପାଖେଇ ଆସୁଛି ନିର୍ବାଚନ, ଟିକିନିଖି ଯାଞ୍ଚ ହେଉଛି ସବୁ ଆଶାୟୀ ବାୟୋଡାଟା

ଭୁବନେଶ୍ବର :  #MeToo ଖାଇଗଲା ଆକ୍‌ବରଙ୍କ ଗାଦି। ଏମ୍‌ ଜେ ଆକବରଙ୍କ ମନ୍ତ୍ରୀ ପଦ ଯିବା ପରଠାରୁ, ସବୁ ଦଳ ସତର୍କ। କାରଣ ଆଗକୁ ନିର୍ବାଚନ। ସବୁ ଦଳ ଏବେ ଆଶାୟୀ ପ୍ରାର୍ଥୀ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। କାହା ନାଁରେ ରହିଛି, ମହିଳାଙ୍କ ପ୍ରତି ଅସଦାଚରଣ, ନିର୍ଯାତନା,ଦୁଷ୍କର୍ମ, ଯୌନ…

ବଢିଲା ଏମ୍‌. ଜେ. ଆକବରଙ୍କ ଅଡୁଆ, ଅସଦାଚରଣ ପରେ ଦୁଷ୍କର୍ମ ଅଭିଯୋଗ

ଦିଲ୍ଲୀ(କେନ୍ଯୁଜ୍): ବଢିଲା ଏମ୍‌. ଜେ. ଆକବରଙ୍କ ଅଡୁଆ । ଅସଦାଚରଣ ପରେ ଏବେ ଦୁଷ୍କର୍ମ ଅଭିଯୋଗ । ନେସନାଲ ପବ୍ଲିକ୍‌ ରେଡିଓ ବା ଏନ୍‌ପିଆରର ଚିଫ୍‌ ବିଜ୍‌ନେସ୍‌ କୋରେସ୍‌ପଣ୍ଟେଣ୍ଟ ପଲ୍ଲବୀ ଗୋଗୋଇ, ଏମ୍‌. କେ ଆକବରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ୧୯୯୪ ମସିହାରେ ତାଙ୍କୁ ଆକବର…

#MeToo ବିବାଦ : ତନୁଶ୍ରୀଙ୍କ ବିରୋଧରେ ମାନହାନି ମମଲା କଲେ ରାକ୍ଷୀ ସାୱନ୍ତ, ଦାବି ୨୫ ପଇସା

ମୁମ୍ବାଇ : ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି #MeToo ଝଡ଼। ଏହି ଅଭିଯୋଗ ପ୍ରଥମେ ଆଣିଥିବା ତନୁଶ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଲଗାଇ ସାରିଲେଣି ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ। ତେବେ ଏନେଇ ତନୁଶ୍ରୀ ମାନହାନି ମାମଲା କରିଛନ୍ତି । ଅନ୍ୟପକ୍ଷରେ ଏବେ ରାକ୍ଷୀ ତନୁଶ୍ରୀଙ୍କ ବିରୋଧରେ…

#MeTooର ପ୍ରଭାବ, କୈଳାଶ ଖେରଙ୍କୁ ଇଭେଣ୍ଟରୁ ବିଦା କଲେ ରାଜସ୍ଥାନ ସରକାର

ମୁମ୍ବାଇ : ବଲିଉଡ଼ର ଜଣାଶୁଣା ଗାୟକ କୌଳାଶ ଖେରଙ୍କ ଉପରେ ବିଗତ କିଛି ଦିନ ପୂର୍ବେ ଯୌନ ନିର୍ଯାତନାର ଅଭିଯୋଗ ଆସିଥିଲା। ଗୋଟିଏ ପରେ ଗୋଟିଏ ତାଙ୍କ ଉପରେ ମହିଳାଙ୍କର ଆରୋପ ବଢ଼ିଚାଲିଥିଲା। ଖାଲି ତାହା ନୁହଁ ଏଥିକାରଣରୁ ନିକଟରେ ଉଦୟପୁରରେ ହେବାକୁ ଥିବା ଏକ ସରକାରୀ ମ୍ୟୁଜିକ୍ ଇଭେଣ୍ଟରୁ ମଧ୍ୟ…

ଏବେ ନାନା ଖୋଲିଲେ ମୁହଁ, CINTAAକୁ ପଠାଇଲେ ଅଭିଯୋଗର ଜବାବ୍

ମୁମ୍ବାଇ : ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ ଦତ୍ତାଙ୍କ ଯୌନ ନର୍ଯାତନା ଅଭିଯୋଗ ମାମଲାରେ ଜବାବ ରଖିଲେ ନାନା । ସିନେ ଆଣ୍ଡ ଟେଲିଭିଜନ୍‌ ଆଟିଷ୍ଟ ଆସୋସିଏସନ୍‌କୁ ଜବାବ ପଠାଇଛନ୍ତି ନାନା ପାଟେକର । ସେ କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ।…

ଶେଷରେ ଇସ୍ତଫା ଦେଲେ ରାଷ୍ଟ୍ରମନ୍ତ୍ରୀ, ଆକବରଙ୍କୁ ଗାଦିଚ୍ୟୁତ କଲା #MeToo

ନୂଆଦିଲ୍ଲୀ: ନିଜ ଆ଼ଡୁ ପଦ ଛାଡିବେ ନା ମନ୍ତ୍ରିମଣ୍ଡଳରୁ ବିଦା ହେବେ। ଏମ୍‌.ଜେ.ଆକବରଙ୍କୁ ନେଇ ବହୁ ଦିନ ହେଲା ଚାଲିଥିଲା ଚର୍ଚ୍ଚା। ଏବେ ସେହି ଚର୍ଚ୍ଚାର ଅବସାନ। ନିଜ ଆଡୁ ପଦ ଛାଡିଦେଲେ ଏମ୍‌.ଜେ.ଆକବର । #MeToo ଅଭିଯାନରେ ୧୫ରୁ ଅଧିକ ମହିଳା, ତାଙ୍କ ବିରୋଧରେ ଆଣିଥିଲେ ଅସଦାଚରଣ…

#MeToo ଜାଲରେ ପ୍ରତିଷ୍ଠିତ ଓଡ଼ିଆ ଶିଳ୍ପୀ ଜତୀନ ଦାଶ

ଭୁବନେଶ୍ବର (କେନ୍ଯୁଜ୍) : ବ୍ୟାପକ ହେଉଛି #MeToo ପରିସର। ମି-ଠୁ ଜାଲରେ ପ୍ରଖ୍ୟାତ ଓଡ଼ିଆ ଚିତ୍ରଶିଳ୍ପୀ । ଜଣାଶୁଣା ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାଁରେ ଅଭିଯୋଗ । ଅସଦାଚରଣ ଅଭିଯୋଗ ଆଣିଛନ୍ତି ପରିବେଶବିତ ନିଶା ଭୋରା । ତାଙ୍କ ସହ ୨୦୦୪ରେ ହୋଇଥିବା ଘଟଣାକୁ ମି-ଠୁ ମୁଭମେଣ୍ଟରେ କହିଛନ୍ତି…

ଯେତେବେଳେ ସୈଫ୍ ଅଲ୍ଲୀ ଖାନ୍ ହୋଇଥିଲେ ଉତ୍ପୀଡନର ଶିକାର . . ଛୋଟେ ନବାବ୍ ଖୋଲିଲେ ୨୫ ବର୍ଷ ତଳର ରାଜ୍

କେବଳ ଅଭିନେତ୍ରୀ ନୁହଁନ୍ତି ଅଭିନେତା ମଧ୍ୟ ହେଉଛନ୍ତି ଯୌନ ଶୋଷଣ ଶିକାର । ଧୀରେ ଧୀରେ କରି ସମସ୍ତେ ଖୋଲୁଛନ୍ତି ମୁହଁ । କିଛି ଦିନ ତଳେ ଛୋଟ ପରଦାର ଲୋକପ୍ରିୟ ଟେଲିଭିଜନ୍ ଅଭିନେତା ଆୟୁଷ ଆନନ୍ଦ ନିଜ ସହ ହୋଇଥିବା ଯୌନ ଶୋଷଣକୁ ନେଇ କରିଥିଲେ ବଡ ଖୁଲାସା । ଆଉ ଏବେ ମୁହଁ ଖୋଲିଛନ୍ତି ଛୋଟେ…

ବଲିଉଡ୍‌ରେ ବଢୁଛି ମି-ଠୁ ଝଡ଼, କୋର୍ଟ ଗଲେ କେନ୍ଦ୍ରମନ୍ତ୍ରୀ ଏମ୍‌. ଜେ. ଆକବର

ଦିଲ୍ଲୀ(କେନ୍ଯୁଜ୍) : ଯୌନ ନିର୍ଯ୍ଯାତନା ଅଭିଯୋଗ ଆସିବା ପରେ ଆଇନର ଆଶ୍ରୟ ନେଲେ କେନ୍ଦ୍ର ମନ୍ତ୍ରୀ ଏମ୍‌. ଜେ. ଆକବର । ସାମ୍ବାଦିକା ପ୍ରିୟା ରମାନିଙ୍କ ବିରୋଧରେ ସେ ପଟିଆଲା ହାଉସ୍‌ କୋର୍ଟରେ ମାନହାନୀ ମକଦ୍ଦମା କରିଛନ୍ତି । ସେପଟେ ପ୍ରିୟା ରମାନି କହିଛନ୍ତି, ଆଇନର ଲଢେଇ ଲଢିବି ।…