Browsing Tag

#MeToo

ବଲିଉଡ୍‌ରେ ବଢୁଛି ମି-ଠୁ ଝଡ଼, କୋର୍ଟ ଗଲେ କେନ୍ଦ୍ରମନ୍ତ୍ରୀ ଏମ୍‌. ଜେ. ଆକବର

ଦିଲ୍ଲୀ(କେନ୍ଯୁଜ୍) : ଯୌନ ନିର୍ଯ୍ଯାତନା ଅଭିଯୋଗ ଆସିବା ପରେ ଆଇନର ଆଶ୍ରୟ ନେଲେ କେନ୍ଦ୍ର ମନ୍ତ୍ରୀ ଏମ୍‌. ଜେ. ଆକବର । ସାମ୍ବାଦିକା ପ୍ରିୟା ରମାନିଙ୍କ ବିରୋଧରେ ସେ ପଟିଆଲା ହାଉସ୍‌ କୋର୍ଟରେ ମାନହାନୀ ମକଦ୍ଦମା କରିଛନ୍ତି । ସେପଟେ ପ୍ରିୟା ରମାନି କହିଛନ୍ତି, ଆଇନର ଲଢେଇ ଲଢିବି ।…

#MeToo ରେ ସାମିଲ୍ ହେଲେ ଏହି ଅଭିନେତା, ନିଜ ସହ ହୋଇଥିବା ଯୌନ ଶୋଷଣ ନେଇ କଲେ ଚାଂଚଲ୍ୟକର ଖୁଲସା

ବଲିଉଡରେ ଲାଗିଛି #MeToo ନିଆଁ । ଖୋଲୁଛି ଜଣକ ପରେ ଜଣେ ହାଇପ୍ରୋଫାଇଲ୍ ସେଲିବ୍ରିଟିଙ୍କ ଅସଲ ମୁଖା । ତେବେ ବଡ଼ ପରଦାରୁ ଆରମ୍ଭ ହୋଇଥିବା ଏହି ନିଆଁ ଏବେ ଛୋଟ ପରଦାକୁ ପହଂଚିସାରିଲାଣି । ପ୍ରଥମେ ତ ମହିଳାମାନେ ମୁହଁ ଖୋଲୁଥିଲେ । ଏବେ ପୁରୁଷମାନେ ମଧ୍ୟ ଏହି ମୁଭମେଂଟରେ ସାମିଲ୍…