ମରିଯାଉଛିକି ମାନବିକତା ! କୋଳରେ ଛୁଆ ଧରି ବସିଥିଲେ ସୁଦ୍ଧା କେହି ସିଟ ଟିଏ ପାଇଁ ପଚାରିଲେ ନାହିଁ
ମେଟ୍ରୋରେ ସିଟଟିଏ ପାଇବା ପାଇଁ ଯାତ୍ରୀଙ୍କ ମଧ୍ୟରେ ଟଣା ଓଟରା ଲାଗିଥାଏ । କେଉଁଠି ଟିକେ ଖାଲି ସିଟ ଟିଏ ମିଳିଯିବ ସେଇଠି ବସିଯିବେ ସେହି ଚିନ୍ତାରେ ପ୍ରାୟ ସମସ୍ତେ ଥାନ୍ତି | ଟ୍ରେନ ଦରଜା ଖୋଲିବା ମାତ୍ରେ ଦୌଡ଼ି ଯାଇ ସିଟଟିଏକୁ ମାଡିବସନ୍ତି । ଅନେକ ସମୟରେ ଦେଖାଦିଏ ଆବଶ୍ୟକ କରୁଥିବା…