ମେକ୍ସିକୋର ଦୁର୍ଦ୍ଦାନ୍ତ ଡ୍ରଗ୍ସ ମାଫିଆ ନିହତ ପରେ ଦେଶବ୍ୟାପୀ ହିଂସା, ବିଭିନ୍ନ ସ୍ଥାନରେ ପୋଡ଼ାଜଳା
ମେକ୍ସିକୋ : ମେକ୍ସିକୋର ଦୁର୍ଦ୍ଦାନ୍ତ ଡ୍ରଗ୍ସ ମାଫିଆ ତଥା CJNG କାର୍ଟେଲର ମୁଖ୍ୟ ଏଲ୍ ମେଞ୍ଚୋ, ୨୨ ଫେବୃଆରୀ ୨୦୨୬ରେ ମେକ୍ସିକୋ ସେନାର ଏକ ସ୍ୱତନ୍ତ୍ର ଅପରେସନରେ ନିହତ ହୋଇଛି । ଏହି ହତ୍ୟାକାଣ୍ତ ପରେ ଦେଶବ୍ୟାପୀ ହିଂସା ସୃଷ୍ଟି ହୋଇଥିଲା । ସନ୍ଦିଗ୍ଧ ଗ୍ୟାଙ୍ଗ ସଦସ୍ୟମାନେ ସୁରକ୍ଷା…