Browsing Tag

Mexico shooting

ମେକ୍ସିକୋର ସ୍ୱିମିଂ ପୁଲ୍‌ରେ ଆଖିବୁଜା ଗୁଳିମାଡ଼ : ଶିଶୁ ସମେତ ୭ ମୃତ

ନୂଆଦିଲ୍ଲୀ : ସ୍ୱିମିଂ ପୁଲ୍‌ରେ ଗୁଳିମାଡ଼। ଆତତାୟୀର ଗୁଳିମାଡ଼ରେ ଜଣେ ଶିଶୁ ସମେତ ୭ ନିହତ। ମେକ୍ସିକୋର କେନ୍ଦ୍ରୀୟ ପ୍ରଦେଶ ଗୁଆନାଜୁଆଟୋର କୋର୍ଟାଜାରରେ ହୋଇଛି ଗୁଳିମାଡ଼। ଏକ ସ୍ୱିମିଂପୁଲରେ ଅଜଣା ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଛି। ଅପରାହ୍ମ ପ୍ରାୟ ସାଢେ ୪ଟାରେ ହଠାତ ସ୍ୱିମିଂ…