ମେକ୍ସିକୋରେ ବସ୍ ଏବଂ ଟ୍ରକ ଭୟଙ୍କର ଧକ୍କା, ଜଳିଗଲା ବସ୍, ୧୯ ମୃତ
ମେକ୍ସିକୋରେ ଟ୍ରକ ଏବଂ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୯ ଜଣଙ୍କ ପ୍ରାଣ ଚାଲିଯାଇଥିବା ଖବର ମିଳିଛି । ଏହାସହିତ ୧୮ ଜଣ ଆହତ ହୋଇଛି । ଦୁର୍ଘଟଣା ପରେ ବସ୍ରେ ନିଆଁ ଲାଗିଥିଲା ଫଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ନିଆଁରେ ବସଟି ସଂପୂର୍ଣ୍ଣ ଭାବେ ଜଳିଯାଇଛି ।…