Browsing Tag

MI Air Charger

ସାଓମୀ ଆଣୁଛି ନୂଆ ଟେକ ,ଏଣିକି ଭଏସ କମାଣ୍ଡାରେ ଚାର୍ଜ ହେବ ସ୍ମାର୍ଟଫୋନ

ଟେକ୍ କମ୍ପାନୀ ସାଓମୀ ବର୍ତ୍ତମାନ ଏକ ନୂତନ ଟେକନିକ୍ ଉପରେ କାମ କରୁଛି । ଯେଉଁଥିରେ କେବଳ ଶବ୍ଦ ମାଧ୍ୟମରେ ସ୍ମାର୍ଟଫୋନକୁ ଚାର୍ଜ କରାଯାଇପାରିବ । କମ୍ପାନୀ କହିଛି ଏହା ପ୍ରଥମ ବ୍ରାଣ୍ଡ୍ ଯାହା ଏହି ଟେକ୍ନୋଲୋଜି ଉପରେ କାମ କରୁଛି । ତେବେ ଏହି ନୂତନ ଟେକ୍ନୋଲୋଜି ଦ୍ୱାରା କେବଳ ସ୍ୱର…