Browsing Tag

mi on wheel

ବର୍ତ୍ତମାନ ଆପଣଙ୍କ ଘର ସମ୍ମୁଖରେ ମଧ୍ୟ ପହଞ୍ଚି ପାରିବ xiaomi store, କିଣି ପାରିବେ ନିଜ ମନଲାଖି ପ୍ରଡକ୍ଟସ

ପ୍ରଥମ ଥର ପାଇଁ ଭାରତରେ Xiaomi କୌଣସି ଦୋକାନ କିମ୍ବା ମଲରେ ନୁହେଁ ବରଂ ଏକ ଗାଡିରେ Mi ଷ୍ଟୋର ଖୋଲିଛି । ଏପରି ଭିନ୍ନ ପଦକ୍ଷେପ ଦ୍ୱାରା କମ୍ପାନୀ ଭାରତର ହୃଦୟ ପର‌୍ୟ୍ୟନ୍ତ ପହଞ୍ଚି ପାରିବ ବୋଲି ଦାବି କରିଛି । ତେବେ ଗାଁ ଓ ଦୁର ଦୁରାନ୍ତର ସ୍ଥାନକୁ ଏହି ସୁବିଧା ପ୍ରତି ଅଧିକ ଧ୍ୟାନ…