ଜୁନିଅର ଶ୍ରେୟସଙ୍କୁ ମାତ୍ ଦେବାକୁ ସିନିଅର ରୋହିତ ଶର୍ମା ପ୍ରସ୍ତୁତ, ଚଳିତ ସିଜିନରେ ଖାତା ଖୋଲିନାହିଁ ମୁମ୍ବାଇ…
ଚଳିତ ଆଇପିଏଲର ୧୪ ତମ ଲିଗ ମ୍ୟାଚରେ ମଇଦାନରେ ଆଜି ପରସ୍ପରକୁ ଟକ୍କର ଦେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକତା ନାଇଟ ରାଇଡର୍ସ। ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ଗୋଟିଏ ବି ମ୍ୟାଚ ଜିତିନାହିଁ। ତେଣୁ ଆଜି ମ୍ୟାଚକୁ ହାତେଇବାକୁ ଚେଷ୍ଟା ନିଚିତ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦୁଇଟି…