‘ମୋ ବାପା ICU ରେ ଆଡମିଟ୍ ଥିବା ବେଳେ ମୁଁ ଆଇପିଏଲ ଖେଳୁଥିଲି ’: ମୋହସିନ ଖାନ
ଲକ୍ଷ୍ନୌ ସୁପରଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚକୁ ଲକ୍ଷ୍ନୌ ୫ ରନ୍ ଜିତିନେଇଛି । ଆଉ ଏହି ମ୍ୟାଚରେ ହିରୋ ସାଜିଥିଲେ ମୋହସିନ ଖାନ । ମୋହସିନ ଖାନ୍ଙ୍କ ପାଇଁ ଏହି କାମ ସହଜ ନଥିଲା । ଗତ ୧୦ ଦିନ ହେଲାଣି ତାଙ୍କ ବାପା ହସପିଟାଲରେ ଭର୍ତ୍ତି ହୋଇଥିଲେ ଆଉ ଗତକାଲି…