Xiaomi ଲଞ୍ଚ୍ କଲା Mi Watch Color, ଜାଣନ୍ତୁ କ’ଣ ରହିଛି ଖାସିୟତ୍
Xiaomi ନିଜର ନୂଆ ସ୍ମାର୍ଟଓ୍ଵାଚ୍ Mi Watch Color ଲଞ୍ଚ୍ କରିଛି। ସାଓମୀର ଏହି ସ୍ମାର୍ଟଓ୍ଵାଚ୍ରେ ରାଉଣ୍ଡ୍ ଡାଏଲ୍ ଦିଆଯାଇଛି। ନିକଟରେ ଲଞ୍ଚ୍ ହୋଇଥିବା Mi Watchରେ ରେକ୍ଟ୍ରାଙ୍ଗୁଲାର୍ ଡାଏଲ୍ ଦିଆଯାଇଥିଲା। କିନ୍ତୁ ଏହି ନୂଆ Mi Watch Colorକୁ ୩ଟି ଡାଏଲ୍ କଲର୍ ଅପ୍ଶନ…