Browsing Tag

micromax smartphones

ପୁଣି ଫେରିବାକୁ ଯାଉଛି Micromax, ନୂଆ ସବ୍‌ ବ୍ରାଣ୍ଡ “In” ଜରିଆରେ କରିବ ବଜାର ପ୍ରବେଶ

ଚୀନ ସ୍ମାର୍ଟଫୋନ କମ୍ପାନୀ ଯୋଗୁଁ ମାଇକ୍ରୋମାକ୍ସ କିଛିସମୟ ପାଇଁ ଭାରତୀୟ ମାର୍କେଟରୁ କିଛି ଦିନ ଉଭାନ ହୋଇଯାଇଥିଲା। ଏବେ କିନ୍ତୁ କମ୍ପାନୀ ଭାରତୀୟ ମାର୍କେଟକୁ ଫେରିବାକୁ ଯାଉଛି ବୋଲି କମ୍ପାନୀ ସିଇଓ କୋ ଫାଉଣ୍ଡର ରାହୁଲ ଶର୍ମା ଏକ ଭିଡିଓ ଜାରି କରି କହିଛନ୍ତି। ଏହି ଭିଡିଓରେ ରାହୁଲ…