ଆସିଗଲା ନୂଆ ଟେକ୍ନୋଲୋଜି, ଏବେ ଭଏସ୍ କମାଣ୍ଡରେ ଚାଲିବ ଆପଣଙ୍କ ଲାପଟପ୍
ଏବେ ଆପଣଙ୍କ ଭଏସ୍ କମାଣ୍ଡରେ ଚାଲିବ ଲାପଟପ୍ । ନା ହିଁ ଲାପଟପ୍ ଛୁଇଁବାକୁ ପଡିବ ନାହିଁ କିବୋର୍ଡରେ ଟାଇପ୍ କରିବାକୁ ପଡିବ । ଭଏସରେ ହିଁ ଆପଣଙ୍କ ସମସ୍ତ କମାଣ୍ଡ ଫଲୋ କରିବ ଲାପଟପ୍ । ଏହା ସହିତ ଆପଣଙ୍କୁ ଲାପଟପ୍ କୁ ଛୁଇଁବାକୁ ବି ପଡିବନି ଆଉ ଆପଣଙ୍କର ସମସ୍ତ କାମ ହୋଇଯିବ । ଶୁଣିବାକୁ…