ମଧ୍ୟାହ୍ନ ଭୋଜନରେ ଅନିୟମିତତା, ଦୀର୍ଘ ୧୦ କିଲୋମିଟର ବାଟ ଚାଲି ଉମରକୋଟରେ ପହଞ୍ଚିଲେ ଛାତ୍ରୀ
ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ସହି ପାରିଲେନି ଛାତ୍ରୀ । ପ୍ରତିଦିନ ଖାଦ୍ୟରେ ବାହାରୁଥିଲା ପୋକ । ବାରମ୍ବାର ଅଭିଯୋଗ କରିବା ପରେ କେହି ଶୁଣିଲେନି । ଶେଷରେ ବାଧ୍ୟ ହୋଇ ଥାନାକୁ ବାହାରିଥିଲେ ୩୦ରୁ ୪୦ ଛାତ୍ରୀ । ତାହା ପୁଣି ଚାଲିଚାଲି । ଦୀର୍ଘ ୧୦ କିଲୋମିଟର ଚାଲି ଚାଲି ଥାନାରେ ଅଭିଯୋଗ…