Browsing Tag

middle river

ହଠାତ୍‌ ମାଡ଼ି ଆସିଲା ପାଣି, ମଝି ନଦୀରେ ଫସିଛନ୍ତି ୧୨ ଟିକିଆ ହାତୀପଲ

କଣ୍ଟାମାଲ (କେନ୍ୟୁଜ): ମଝି ନଦୀରେ ଫସିଛନ୍ତି ୧୨ ଟିକିଆ ହାତୀପଲ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେଞ୍ଜ ମାଣିକପୁର ଗାଁ ନିକଟ ତେଲନଦୀରେ ଫସି ରହିଛନ୍ତି ୧୨ ଟିକିଆ ହାତୀପଲ । ନଦୀ ପାର ହେଉଥିବା ବେଳେ ନଦୀରେ ଅଧିକ ପାଣି ଯୋଗୁଁ ଫସି ଯାଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ସୁନା ଦେଇ ଜଙ୍ଗଲରୁ…