Browsing Tag

MiG-27

ଆଜି ଅବସର ନେଲା କାରଗିଲ ହିରୋ ଯୁଦ୍ଧ ବିମାନ ମିଗ୍‌-୨୭, ୪୦ ବର୍ଷ ଧରି ବାୟୁସେନାରେ ଥିଲା ସାମିଲ

ରାଜସ୍ଥାନ: ଅବସର ନେଲା କାରଗିଲ ହିରୋ ଯୁଦ୍ଧ ବିମାନ ମିଗ୍‌-୨୭ । ଆଜି ୭ଟି ମିଗ୍‌-୨୭ ବିମାନ ରାଜସ୍ଥାନ ଜୋଧପୁର ଏୟାରବେସ୍‌ରେ ଶେଷ ଉଡାଣ ଭରିଛି । ଏକା ସଙ୍ଗେ ଉଡିଥିଲା ୭ଟି ମିଗ୍‌-୨୭ ଯୁଦ୍ଧ ବିମାନ । ବିଦାୟୀ ଉଡାଣ ସମୟରେ ମିଗ୍‌-୨୭କୁ ସଲାମୀ ଦିଆଯାଇଥିଲା । ମିଗ୍‌-୨୭, ୪୦ ବର୍ଷ ଧରି…