Browsing Tag

migraine

ବାରମ୍ବାର ମୁଣ୍ତର ପଛ ଭାଗ ବିନ୍ଧୁଛି କି ? ଜାଣନ୍ତୁ ଏହା ପଛର କାରଣ

ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ସହ କେବେ ନା କେବେ ହୋଇଥିବ । ଅନେକ କାରଣ ପାଇଁ ମୁଣ୍ଡବିନ୍ଧା ହୁଏ । ଏଥିରେ ମୁଣ୍ଡ ପଛ ଭାଗରେ ହେଉଥିବା ବିନ୍ଧା ଅନେକ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟେ । କାରଣ ଏହି ବିନ୍ଧା ସାଧାରଣ ମୁଣ୍ଡବିନ୍ଧାରୁ ସାମାନ୍ୟ ଭିନ୍ନ…

ମାଇଗ୍ରେନ୍ ସମସ୍ୟାକୁ ଦୂର କରିବ ବ୍ଲୁ ଟି’, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଆପଣ ନିଶ୍ଚିତ ଭାବରେ ମସାଲା ଚା, ଗ୍ରୀନ ଟି ଓ ବ୍ଲାକ ଟି ନାମ ଶୁଣିଥିବେ। ସେହିଭଳି ସ୍ୱାସ୍ଥ୍ୟ ଏବଂ ଟେଷ୍ଟବିଷୟରେ କହିବାକୁ ଗଲେ ବ୍ଲୁ ଟି' ମଧ୍ୟ ଆଗରେ ରହିଛି। ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ଏହି ଚା’ରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ…

ଆଇସକ୍ରିମ ଖାଇବା ପରେ କାହିଁକି ମୁଣ୍ଡବିନ୍ଧା ହୁଏ, ଜାଣନ୍ତି କି

ମସ୍ତିଷ୍କ ପ୍ରିଜ ହୁଏ କାହିଁକି ? ଯେତେବେଳେ ଆପଣ ଆଇସକ୍ରିମ ଖାଉଛନ୍ତି । ଏପରି ସମୟରେ କାହିଁକି ମୁଣ୍ଡ କେବେ କେବେ ବିନ୍ଧିଥାଏ । ବିଶେଷଜ୍ଞମାନେ କହନ୍ତି କି ଏହା ଏକ ଅସ୍ଥାୟୀ ମୁଣ୍ଡବିନ୍ଧା ଅଟେ । ଯାହା ଅତ୍ୟଧିକ ଥଣ୍ଡା ଜିନିଷ ଖାଇବା ସମୟରେ ଘଟେ । ଯେବେ ଉତ୍ତାପ ଅଧିକ ଥାଏ ଏବଂ ବ୍ୟକ୍ତି…

ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

ଅନେକ ସମୟରେ କାମ ପାଇଁ ମସ୍ତିଷ୍କ ଉପରେ ଚାପ ରହୁଥିବାରୁ ମୁଣ୍ଡ ବିନ୍ଧା ଭଳି ଅସୁବିଧା ଦେଖା ଦେଉଛି । ଅଧିକାଂଶ ଲୋକ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ବିଷୟରେ ଦ୍ୱନ୍ଦ୍ୱରେ ପଡିଯାନ୍ତି। କିନ୍ତୁ, ଏଥିରେ ଅନେକ ପାର୍ଥକ୍ୟ ଅଛି। ମୁଣ୍ଡର ଡାହାଣ କିମ୍ବା ବାମ ପାର୍ଶ୍ୱରେ ବିନ୍ଧା ହେଲେ ଏହାକୁ…

ମାଇଗ୍ରେନ୍‌ ରୋଗୀଙ୍କ ପାଇଁ ବିଷ ହୋଇଥାଏ ଏସବୁ ଖାଦ୍ୟ, ଭୁଲରେ ବି ଖାଆନ୍ତୁ ନାହିଁ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜର ସେତିକି ଯତ୍ନ ନେଇପାରୁନାହାନ୍ତି ଯେତିକି ପ୍ରକୃତରେ ନେବା କଥା। ଆଧୁନିକ ଜୀବନଶୈଳୀ ଯୋଗୁ ଫାଷ୍ଟଫୁଡ୍‌ ସେବନ, ନିଦ୍ରାହୀନତା, ଅଧିକ ମୋବାଇଲ ବ୍ୟବହାର କରିବା ତଥା ଧୂଳିଧୂଆଁ ଯୋଗୁ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାରେ…

ଲାଇଫ୍‌ ଷ୍ଟାଇଲ୍‌ରେ ପରିବର୍ତ୍ତନ ଯୋଗୁ ହୋଇଥାଏ ମାଇଗ୍ରେନ୍‌, ଜାଣନ୍ତୁ କେମିତି ପାଇବେ ଏଥିରୁ ମୁକ୍ତି

ଯୋଗ, ପ୍ରାଣାୟାମ ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ କରାଯାଇ ମାଇଗ୍ରେନ ସମେତ ମସ୍ତିଷ୍କ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ଭାରତୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଦ୍ୱାରା ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ। ପ୍ରାକୃତିକ ଆଧାରରେ ଯୋଗ, ଭୋଜନ ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ କରାଯାଇ…

ମାଇଗ୍ରେନରୁ ବଞ୍ଚିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଆଜିକାଲି ବ୍ୟସ୍ତବହୁଳ ଜୀବନ ଭିତରେ ମୁଣ୍ଡବିନ୍ଧା ସବୁଠାରୁ ବଡ ସମସ୍ୟା ପାଲଟିଯାଇଛି। ଆମ୍ଭେମାନେ ନିଜ କ୍ୟାରିଅର ଏବଂ କାମକୁ ନେଇ ଏତେ ମାତ୍ରାରେ ବ୍ୟସ୍ତ ହୋଇପଡିଛେ ଯେ ନିଜ ପ୍ରତି ଧ୍ୟାନ ଦେବାକୁ ଭୁଲିଯାଇଛେ। ନିଜ ସ୍ୱାସ୍ଥ୍ୟକୁ ଖାମଖିଆଲ କରିଚାଲିଛେ। ଏହି ଅବହେଳାରେ ଆମ୍ଭେମାନେ…

ସ୍ମାର୍ଟଫୋନର ଏହି ଆପ୍ ମାଇଗ୍ରେନର ଯନ୍ତ୍ରଣାକୁ ଦୂର କରିବାରେ କରିବ ସାହାଯ୍ୟ

ଅନୁସନ୍ଧାନକର୍ତ୍ତା ସ୍ମାର୍ଟଫୋନ ଆଧରିତ ଏକ ଆପ୍ ବିକସିତ କରିଛନ୍ତି ଯାହା ମାଇଗ୍ରେନ ପିଡିତ ଲୋକଙ୍କର ମୁଣ୍ଡ ବ୍ୟଥାକୁ ଦୂର କରିବାରେ ସାହାଯ୍ୟ କରିପାରେ। ଆମେରିକାର ନ୍ୟୁୟର୍କ ଚିକିତ୍ସା ସ୍କୁଲ ବିଶ୍ବବିଦ୍ୟାଳୟ (ଏନୱାଇୟୁ) ମାଇଗ୍ରେନରେ ପିଡିତ ଲୋକ ଏକ ସପ୍ତାହରେ ଅତିକମରେ ଦୁଇ ଥର ଏହି…