Browsing Tag

migrant fleeing

ଟ୍ରେନ ଚେନ୍ ଟାଣି ଶତାଧିକ ପ୍ରବାସୀ ଓଡ଼ିଆ ଫେରାର, ୭୦ଙ୍କୁ କାବୁ କଲେ ପୋଲିସ

ଛତ୍ରପୁର(କେ.ନ୍ୟୁଜ): ଟ୍ରେନର ଚେନ ଟାଣି ଟ୍ରେନରୁ ଓହ୍ଳାଇଲେ ପ୍ରବାସୀ ଓଡିଆ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବାଲିବଗଡ ଠାରେ ଟ୍ରେନର ଚେନ ଟାଣିଛନ୍ତି ପ୍ରବାସୀ ଓଡିଆ। ଟ୍ରେନ ରହିବା ପରେ ଶତାଧିକ ପ୍ରବାସୀ ଓଡିଆମାନେ ଟ୍ରେନରୁ ଓହ୍ଳାଇ କେଉଁ ଆଡେ ପଳାଇଥିଲେ। ସ୍ଥାନୀୟ ଲୋକେ ଏ…