ଫୁଲବାଣୀ: କିଛି ସମୟ ପରେ ଗାଁରେ ପହଞ୍ଚିଥାନ୍ତେ,କିନ୍ତୁ କଳିଙ୍ଗା ଘଟିରେ ଜଗି ବସିଥିଲା ଯମ, ନେଇଗଲା ଦୁଇ ପ୍ରବାସୀ…
ଫୁଲବାଣୀ(କେନ୍ୟୁଜ): କରୋନା ସଙ୍କଟ ଓ ଲକଡାଉନ ସମୟରେ ନିଜ ଆତ୍ମୀୟଙ୍କୁ ଦେଖିବାକୁ ନିଜ ଭିଟାମାଟିକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାଲିଯାଇଛି ଦୁଇ ଦୁଇଟି ଜୀବନ। ଓଡିଶା ଫେରିବା ପାଇଁ ଶ୍ରମିକମାନଙ୍କୁ ଧରି ୭ଟି ବସ୍ ବାହାରିଥିଲା ସୁରତରୁ ।…