Browsing Tag

migrant workers

ବେଆଇନ ଭାବେ ରାଜ୍ୟ ବାହାରକୁ ଯାଉଥିବା ୨୧ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି(କେନ୍ୟୁଜ୍): ଦାଦନ ଶ୍ରମିକଙ୍କୁ ଉଦ୍ଧାର । କଣ୍ଟାବାଞ୍ଜି ପୋଲିସ ବିଳମ୍ବିତ ରାତିରେ ୨୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଶ୍ରମିକ ମାନେ ବେଲପଡା ଥାନା ଫୁଲକାନୀ, କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଏବଂ ମୁରିବାହାଲ ଥାନା କୁମ୍ଭାରୀ ବୋଲି ଜଣାପଡିଛି । ଉଦ୍ଧାର…

କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ ନିମନ୍ତେ ଦେଶରେ ଖୋଲିଲା ୨୦ କଣ୍ଟ୍ରୋଲ ରୁମ୍‌, ଭୁବନେଶ୍ୱର…

କରୋନା ଯୋଗୁ ଦେଶର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ ଓ କର୍ଫ୍ୟୁ ସ୍ଥିତି ଦେଖି ପୁଣି ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ଏହାକୁ ନଜରରେ ରଖି କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ ନିମନ୍ତେ ଦେଶରେ ୨୦ କଣ୍ଟ୍ରୋଲ ରୁମ୍‌ ଖୋଲିଛିି। ସମ୍ପୃକ୍ତ ରାଜ୍ୟ ସରକାରଙ୍କ…

୫୦ହଜାର ପ୍ରବାସୀ ଶ୍ରମିକଙ୍କ ପାଇଁ ଘର ତିଆରି କରିବ ସରକାରୀ ତୈଳ କମ୍ପାନୀ, ନିର୍ଦେଶ ଦେଲା ମନ୍ତ୍ରାଳୟ

ପେଟ୍ରୋଲିୟମ ମନ୍ତ୍ରାଳୟ ଇଣ୍ଡିଆନ ଅଏଲ କର୍ପୋରେସନ (IOC) ଭଳି ସରକାରୀ ତୈଳ କମ୍ପାନୀ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ୫୦ହଜାର ଘର ତିଆରି କରିବା ପାଇଁ ଘୋଷଣା କରାଯାଇଛି। ଏହି ଘରେ ପ୍ରବାସୀ ଶ୍ରମିକମାନେ ଅତି କମ ଟଙ୍କା ଦେଇ ରହିପାରିବେ। ସୂଚନା ମୁତାବକ କରୋନା ଲକଡାଉନ ମଧ୍ୟରେ ଲକ୍ଷ…

ପ୍ରବାସୀଙ୍କ ଦୃଢ ନିଷ୍ପତ୍ତି, ଆଉ ଯିବିନି ଦାଦନ ଖଟି

ପଟ୍ଟାମୁଣ୍ଡାଇ (କେନ୍ୟୁଜ) : ମୁଁ ଆଉ ହେବିନି ଦାଦନ ଶ୍ରମିକ ଏଭଳି ଦୃଢ ମନୋଭାବ ଗ୍ରହଣ କରିଛନ୍ତି ପ୍ରବାସି ଓଡିଆ । ଏହିଠାରେ ରହିବେ ସରକାରଙ୍କ ମହାତ୍ମା ଗାନ୍ଧି ଜାତିୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତିରେ କାମ କରି ନିଜ ପରିବାର ପ୍ରତିପୋଷଣ କରିବେ ବୋଲି ଶପଥ ନେଇଛନ୍ତି । କରୋନା ସାରା…

ବିସ୍କୁଟ ପାଇଁ ଯୁଦ୍ଧ ! ସାମ୍ନାକୁ ଆସିଲା ବିହାର ରେଲୱେ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ଚିତ୍ର

ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ କିଛି ଶ୍ରମିକ ଏକ୍ସପ୍ରେସ ଚାଲୁଥିବା ବେଳେ ଆଉ କେତେକ ଶ୍ରମିକ ରାସ୍ତାରେ ମାଇଲ ମାଇଲ ବାଟ ଚାଲି ଘରକୁ ଯିବାକୁ ଚେଷ୍ଟା ଚଳାଇଛନ୍ତି। ତେବେ ଏହାରି ଭିତରେ ଶ୍ରମିକମାନଙ୍କ ଦୁର୍ଦ୍ଦଶାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ…

ଛତିଶଗଡ଼-ଓଡିଶା ସହ ସଂଯୋଗ କରୁଥିବା ୪୯ ନମ୍ବର ଜାତୀୟ ରାଜପଥ ଦେଇ ଫେରୁଛନ୍ତି ୨୫ଜଣ ପ୍ରବାସୀ ଶ୍ରମିକ, ଯିବେ ବିଭିନ୍ନ…

ଓଡିଶାରେ ପହଞ୍ଚିବା ପାଇଁ ଛତିଶଗଡ଼ - ଓଡିଶା ସହ ସଂଯୋଗ କରୁଥିବା ନମ୍ବର ୪୯ ଜାତୀୟ ରାଜପଥ ଦେଇ ପ୍ରାୟ ୨୫ଜଣ ପ୍ରବାସୀ ଶ୍ରମିକ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ଦେଖାଦେଇଛି। ତାଲା ବନ୍ଦ ଥିବାରୁ ଓଡିଶାର ଏହି ଶ୍ରମିକମାନେ ପଡୋଶୀ ରାଜ୍ୟ ଛତିଶଗଡ଼ ଠାରେ ଦୀର୍ଘ ସମୟ ଧରି ଚାକିରି କରୁଥିଲେ।…

ନୂଆପଡ଼ା ଖଡିଆଳରେ ପହଞ୍ଚିଲେ ୫୬୫ଜଣ ପ୍ରବାସୀ ଶ୍ରମିକ

ନୂଆପଡ଼ା: ନୂଆପଡ଼ା ଖଡିଆଳରେ ପହଞ୍ଚିଲେ ୫୬୫ଜଣ ଶ୍ରମିକ । ଟ୍ରେନ୍‌ ଯୋଗେ ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିବା ପରେ ନୂଆପଡ଼ା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବସ୍‌ରେ ସେମାନଙ୍କୁ ଅଣାଯାଇଛି । ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡିଆଠାରେ ସମସ୍ତ ଶ୍ରମିକମାନଙ୍କ ନାଁ ପଞ୍ଜିକରଣ କରିବା ସହ ସ୍ୱାସ୍ଥ୍ୟ…

ପ୍ରବାସୀ ଶ୍ରମିକଙ୍କ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ, ଲକ୍‌ ଡାଉନ୍‌ ଉଠିବା ପରେ ରାଜ୍ୟ ସରକାର ସେମାନଙ୍କୁ ଆଣିବା କରିବେ…

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ପାଇଁ ଆଜିଠୁ ପଞ୍ଜୀକରଣ। ବାହାର ରାଜ୍ୟରୁ ଓଡ଼ିଶା ଫେରିବା ପାଇଁ ଚାହୁଁଥିବା ଶ୍ରମିକମାନେ ପଞ୍ଜୀକରଣ କରିପାରିବେ। ଯେଉଁମାନେ ପଞ୍ଜିକରଣ କରିବେ, ଲକ୍‌ ଡାଉନ୍‌ ଉଠିବା ପରେ ରାଜ୍ୟ ସରକାର ସେମାନଙ୍କୁ ଆଣିବା ବ୍ୟବସ୍ଥା କରିବେ । ବାହାର ରାଜ୍ୟରେ ଏବେ ୭ ଲକ୍ଷ…

କାମ କରିବାକୁ ଯାଇ ମୁମ୍ବାଇ ମାଲଦା ଇଷ୍ଟ ଟାଉନସିପ୍‌ ଅଞ୍ଚଳରେ ଫସିଛନ୍ତି ୧୩ଓଡ଼ିଆ ଶ୍ରମିକ, ଭିଡିଓ ମାଧ୍ୟମରେ ଉଦ୍ଧାର…

ନୂଆପଡା : କାମ କରିବାକୁ ଯାଇ ଫସିଛନ୍ତି ୧୩ ଜଣ ଓଡ଼ିଆ ଶ୍ରମିକ । ଏମାନେ ସମସ୍ତେ ମୁମ୍ବାଇ ମାଲଦା ଇଷ୍ଟ ଟାଉନସିପ୍‌ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ । ସମସ୍ତ ଶ୍ରମିକ ନୂଆପଡା ଖଡିଆଳ ବ୍ଲକ ମଣ୍ଡୋସିଲ ଗ୍ରାମ ପଞ୍ଚାୟତର ବୋଲି ଜଣାପଡିଛି । ସମଗ୍ର ଦେଶରେ ଲକ୍‌ ଡାଉନ ଘୋଷଣା ହେବା ପରେ ସେମାନେ…