ନୂଆପଡ଼ା ଖଡିଆଳରେ ପହଞ୍ଚିଲେ ୫୬୫ଜଣ ପ୍ରବାସୀ ଶ୍ରମିକ
ନୂଆପଡ଼ା: ନୂଆପଡ଼ା ଖଡିଆଳରେ ପହଞ୍ଚିଲେ ୫୬୫ଜଣ ଶ୍ରମିକ । ଟ୍ରେନ୍ ଯୋଗେ ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିବା ପରେ ନୂଆପଡ଼ା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବସ୍ରେ ସେମାନଙ୍କୁ ଅଣାଯାଇଛି । ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡିଆଠାରେ ସମସ୍ତ ଶ୍ରମିକମାନଙ୍କ ନାଁ ପଞ୍ଜିକରଣ କରିବା ସହ ସ୍ୱାସ୍ଥ୍ୟ…