Browsing Tag

migrants labour

ଟ୍ରେନରୁ ଖସିଯାଉଥିବା ୧୮ ଜଣ ପ୍ରବାସୀଙ୍କୁ କାବୁ କଲା ବଇଣ୍ଡା ଆରପିଏଫ

ଅନୁଗୁଳ : କଥାରେ ଅଛି ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ’, କିଛି ଏହିଭଳି ଢଙ୍ଗରେ ବାରମ୍ବାର ଭୁଲ ଉପରେ ଭୁଲ୍ କରିଚାଲିଛନ୍ତି ରାଜ୍ୟ ବାହାରୁ ଓଡିଶା ଆସୁଥିବା ପ୍ରବାସୀ ଓଡିଆ | ଆଜି ଅନୁଗୁଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନ ଠାରୁ ୧ କିମି ଦୂର ୫୫ନଂ ଜାତୀୟ ରାଜପଥ ଉପରେ ଥିବା…

ଆସାମରୁ ଫେରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରୁ ଅଧାବାଟରୁ ଚମ୍ପଟ ମାରିଲେ ପ୍ରବାସୀ, ଥରେ ଦେଖନ୍ତୁ ଏହି ଭିଡିଓ

ଅମାନିଆ ପ୍ରବାସୀ। ଯେତେ ବୁଝାଇଲେ ବି ଅବୁଝା । ସରକାର ସେମାନଙ୍କୁ ଫେରାଇ ଆଣିବା ପାଇଁ ଅନେକ ପଦକ୍ଷପ ଗ୍ରହଣ କରୁଥିବାବେଳେ ସେମାନେ କିନ୍ତୁ କରୋନାକୁ ବଢାଇବାରେ ନେଉଛନ୍ତି ମୁଖ୍ଯ ଭୂମିକା । ହାତ ଗୋଡ ଧରି ଉଦ୍ଧାର କରିବାକୁ କରୁଛନ୍ତି ନିବେଦନ ହେଲେ ଫେରିଯିବା ପରେ ଦେଖାଉଛନ୍ତି ହାକିମ୍…

ରାଉରକେଲା ଷ୍ଟେସନ, ନୂଆ ବସଷ୍ଟାଣ୍ଡ ଓ ମଧୁସୂଦନ ଛକ ଅଞ୍ଚଳରେ ୧୪୪ ଧାରା ଜାରି

ରାଉରକେଲା: ଆଜି ରାଉରକେଲା ଷ୍ଟେସନ୍‌ରେ ଅପରାହ୍ନ ୪ ଟା ରୁ ୫ଟା ମଧ୍ୟରେ ପହଞ୍ଚିବ ମଧ୍ୟପ୍ରଦେଶରୁ ଆସୁଥିବା ଏକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ । ଏହି ଟ୍ରେନ୍ ରେ‌ ସମୁଦାୟ ୩୦୦ ପ୍ରବାସୀ ଶ୍ରମିକ ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି। ତେଣୁ କରୋନା ମାରାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି…

୪ଟି ପୃଥକ୍‌ ପୃଥକ୍‌ ସ୍ଥାନରେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୩ ମୃତ

ଅନୁଗୁଳ/ବାଲେଶ୍ୱର: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଲୁହାମୁଣ୍ଡା ନିକଟରେ ଏକ ବସ୍ ପ୍ରବାସୀଙ୍କୁ ନେଇ ଆସୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି । ମହାରାଷ୍ଟ୍ରରୁ ୨୬ ଜଣ ପ୍ରବାସୀଙ୍କୁ ନେଇ କୋଲକାତା ଯାଉଥିବା ବେଳେ ବସଟି ଏକ ଗ୍ୟାସ ଟ୍ୟାଙ୍କର ସହ ଧକ୍କା ହୋଇଥିଲା । ଫଳରେ ଏଥିରେ ଟ୍ୟାଙ୍କର…

ବିଶାଖାପଟଣାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ବଲାଙ୍ଗିରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍, ଆଜି ଆସି ପହଞ୍ଚିବ ଆଉ…

ବଲାଙ୍ଗିର: ବଲାଙ୍ଗିରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌। ବିଶାଖାପଟଣାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ବଲାଙ୍ଗିରରେ ଟ୍ରେନ୍‌ ପହଞ୍ଚିଛି। ଆଜି ଆଉ ୨ଟି ଟ୍ରେନ୍‌ ଆସି ପହଞ୍ଚିବ। ଶ୍ରମିକମାନେ ପହଞ୍ଚିବା ପରେ ସେମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯିବା ସହ ବସ୍‌ ଯୋଗେ ନିଜ ନିଜ ଘରକୁ…