୧୪ଦିନ ସଂଘରୋଧ କେନ୍ଦ୍ରରେ ରହିବା ପରେ କୋହଭରା କଣ୍ଠରେ ଘରକୁ ଫେରୁଛନ୍ତି ପ୍ରବାସୀ
ବାସୁଦେବପୁର(କେନ୍ଯୁଜ୍): ମହାମାରୀ କରୋନା ପାଇଁ ସରକାରଙ୍କ ନିୟମ ଅନୁସାରେ ବିଦେଶରୁ ଫେରିଥିବା ପ୍ରବାସୀ ଓଡିଆ ସଂଘରୋଧ କେନ୍ଦ୍ରରେ ୧୪ଦିନ ରହିବେ। ଆଜି ଶେଷ ହୋଇଛି ସଂଘରୋଧ କେନ୍ଦ୍ରରୁ ଫେରିବାର ଦିନ । ୧୪ଦିନ ପୂରଣ ହେବା ପରେ ପ୍ରବାସୀମାନେ ଫେରି ଯିବେ ନିଜ ଘରକୁ । ରାଜ୍ୟର ବିଭିନ୍ନ…