ବର୍ଷକ ଭିତରେ ଦୁଇ ଦୁଇଟି ଦୁଃଖ: ମିହିର ଦାସଙ୍କ ମୃତ୍ୟୁର ବର୍ଷେ ପରେ ଚାଲିଗଲେ ସାନ ପୁଅ
କଟକ: ଭଗବାନ କେତେବେଳେ ଯେ କଣ କାହା ସହ କରିବେ ତାହା କେହି କହିପାରିବେ ନାହିଁ। ଏଇ ଯେମିତି ଦିବଂଗତ ଓଲିଉଡ୍ ଅଭିନେତା ମିହିର ଦାସଙ୍କ ପରିବାର। ଦେଖୁ ଦେଖୁ ହସଖୁସିରେ ଚଳୁଥିଲା ପରିବାର ନିରବୀ ଯାଇଛି। ହଠାତ୍ ବର୍ଷକ ଭିତରେ ମାଡିଆସିଛି ଦୁଇ ଦୁଇଟି ଦୁଃଖ। ଯେଉଁ ଦୁଃଖ ଏତେ କଷ୍ଟଦାୟକ ଯେ…