Browsing Tag

mika singh

୪୫ ବର୍ଷ ବୟସରେ ଜୀବନ ସାଥୀ ବାଛିଲେ ଗାୟକ ମିକା ସିଂହ, ସ୍ୱୟମ୍ବରରେ ଆକାଂକ୍ଷାଙ୍କୁ ପିନ୍ଧାଇଲେ ବରମାଳା

ଏବେ ଖୁବ ଚର୍ଚ୍ଚାରେ ଅଛି ବଲିଉଡର ପ୍ରସିଦ୍ଧ ସିଙ୍ଗର ମିକା ସିଂହଙ୍କ ସ୍ଵୟମ୍ବର ଓ ବିବାହ । ୪୫ ବର୍ଷ ବୟସରେ ଶେଷରେ ମିକାଙ୍କ କନ୍ୟା ଖୋଜିବା କାମ ଏକ ପ୍ରକାର ଶେଷ ହୋଇଛି । ଏକ ଜାତୀୟ ଗଣମାଧ୍ୟମରେ ମିକା ନିଜ କନ୍ୟା କିମ୍ବା ଭାବି ସ୍ତ୍ରୀଙ୍କୁ ଚୟନ କରିଛନ୍ତି । ମିକାଙ୍କ ସ୍ଵୟମ୍ବର "ମିକା…

ମିକା ସିଂଙ୍କୁ ମିଳିଗଲା ଜୀବନ ସାଥୀ, ଆକାଂକ୍ଷା ପୁରୀ ଜିତିଲେ ମିକାଙ୍କ ହୃଦୟ

ବଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଗାୟକ ମିକା ସିଂ ନିଜ ପାଇଁ ବଧୂ ଖୋଜିସାରିଛନ୍ତି। କନ୍ୟା ଖୋଜିବା ପାଇଁ ଟିଭିରେ ମିକା ସ୍ୱୟମ୍ବର ‘ମିକା ଦି ବୋଟି’ ଆରମ୍ଭ କରିଥିଲେ। ଆଉ ଏବେ ମିକାଙ୍କୁ ତାଙ୍କ ବଧୂ ମିଳିଯାଇଛନ୍ତି। ଯାହାଙ୍କ ସହିତ ମିକା ଘର ସଂସାର ଆରମ୍ଭ କରିବେ, ସେ ହେଉଛନ୍ତି ଆକାଂକ୍ଷା…

ଜୀବନସାଥୀ ଖୋଜିବାକୁ ପ୍ରସ୍ତୁତ ମିକା ସିଂ, ଭିଡିଓ ସେୟାର କରି କହିଲେ ମନର କଥା

ରାପର ମିକା ସିଂ ରିଆଲିଟି ଶୋ ‘ସ୍ୱଂୟମ୍ବର: ମିକା ଦି ବୋଟି’ରେ ଆସିବାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି। ଏହି ଶୋ ଜରିଆରେ ନିଜ ପାଇଁ ଜୀବନସାଥି ଖୋଜୁଛନ୍ତି। ବିବାଦରେ ଛନ୍ଦି ହୋଇଥିବା ମିକା ଖୁବଶୀଘ୍ର ଟେଲିଭିଜନରେ ନିଜର ସ୍ୱଂୟମ୍ବର ପାଇଁ ଯୋଜନା କରିସାରିଛନ୍ତି। ସବୁବେଳେ ଏକା…

ମିକା ସିଂ କରିବେ ନିଜର ସ୍ୱୟଂମ୍ବର! ପ୍ରତିଯୋଗୀ ହୋଇ ପାରନ୍ତି ରାକ୍ଷୀ ସାଓ୍ଵନ୍ତ; ଖୁବ୍‌ ଜଲ୍‌ଦି ପ୍ରସାରିତ ହେବ ଶୋ’

ରିୟାଲିଟି ଶୋ’ ମାଧ୍ୟମରେ ଅନେକ ସେଲିବ୍ରିଟି ନିଜର ସ୍ୱୟଂମ୍ବର କରିବା ସହିତ ବିବାହ ମଧ୍ୟ କରିଛନ୍ତି। ପୂର୍ବରୁ ରାକ୍ଷୀ ସାୱନ୍ତ, ମଲ୍ଲିକା ଶେରାଓ୍ଵତ୍‌, ରତନ ରାଜପୁତ, ରାହୁଲ ମହାଜନଙ୍କ ସମେତ ଅନେକ ସେଲିବ୍ରିଟି ଜାତୀୟ ଟେଲିଭିଜନରେ ସ୍ୱୟଂମ୍ବର କରିଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଆଉ…

ଗୋଟେ ଗୀତ ଗାଇବା ପାଇଁ ଏତିକି ଟଙ୍କା ନିଅନ୍ତି ବଲିଉଡ଼ର ଏହି କଣ୍ଠଶିଳ୍ପୀ

ଆପଣ କେବେ ବିନା ସଙ୍ଗୀତରେ ବଞ୍ଚିପରିବେ କି ? ହୁଏତ ଆପଣ ମନା କରିବେ କାରଣ ଆମ ସମସ୍ତଙ୍କୁ ପସନ୍ଦ ସଙ୍ଗୀତ। ଆମେ ଅନେକ କାମ କରିଥାଉ ଏହି ଗୀତ ଶୁଣି, ଖାସ କରି ବଲିଉଡ ମ୍ୟୁଜିକ୍ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଜଣେ କଣ୍ଠଶିଳ୍ପୀ ହେବା ମଧ୍ୟ ଏତେ ସହଜ ନୁହେଁ, ପାଇଁ ମଧ୍ୟ ଅନେକ ପରିଶ୍ରମ…

ରିସେପସନ୍‌ ପାର୍ଟିରେ ଅଚାନକ ଷ୍ଟେଜ୍‌ରେ ଚଢ଼ି ଗୀତ ଗାଇବାକୁ ଲାଗିଲେ ମିକା ସିଂହ, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ କଣ୍ଠଶିଳ୍ପୀ ମିକା ସିଂହ କେତେବେଳେ ନିଜ ଗୀତ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି ତ ଆଉ କେବେ କୌଣସି ଟିପ୍ପଣୀକୁ ନେଇ। ରାକ୍ଷୀ ସାଓ୍ଵନ୍ତଙ୍କୁ ଲିପ୍‌ କିସ୍‌ ଦେଇ ଚର୍ଚ୍ଚାରେ ରହିଥିବା ମିକା ଏବେ ପୁଣିଥରେ ନିଜର ଏକ ନିଆରା କାମ ଯୋଗୁ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି। ଏଥକର ମିକା ଏକ…

ରିଆଲିଟି ଶୋ’ରେ କଣ୍ଠଶିଳ୍ପୀ ଭୂମି ତ୍ରିବେଦୀଙ୍କୁ ପ୍ରପୋଜ୍‌ କଲେ ମିକା ସିଂହ, ପଚାରିଲେ – ମତେ ବାହା ହେବ?

ମ୍ୟୁଜିକ୍‌ ରିଆଲିଟି ଶୋ’ ଇଣ୍ଡିଆନ୍‌ ପ୍ରୋ ମ୍ୟୁଜିକ୍‌ ଲିଗ୍‌ରେ କଣ୍ଠଶିଳ୍ପୀ ଭୂମି ତ୍ରିବେଦୀଙ୍କୁ ପ୍ରପୋଜ୍‌ କରିଛନ୍ତି ମିକା ସିଂହ। ‘ମୁଝସେ ଶାଦି କରୋଗି’ ଗୀତ ମାଧ୍ୟମରେ ସେ ଭୂମିଙ୍କୁ ବିବାହ ପାଇଁ ପ୍ରପୋଜ୍‌ କରିଛନ୍ତି। ଶୋ’ରେ ପଞ୍ଜାବ ଲାୟନ୍ସର ମିକା ସିଂହ, ଆଶିଷ ଓ ରୂପାଲି ଜଗା…

‘ରୂପ୍‌ ତେରା ମସ୍ତାନା’ର ରିମେକ୍‌ କଲେ ମିକା ସିଂହ, ଆଜି ରିଲିଜ୍‌ ହେଲା ଟିଜର

ପୁରୁଣା ଏଭରଗ୍ରୀନ୍‌ ଗୀତକୁ ନୂଆ ବିଟ୍‌ସ ଓ ଧୂନ୍‌ରେ ସଜାଇ ରିମେକ୍‌ ତିଆରି କରିବା ବଲିଉଡ୍‌ର ଏକ ଟ୍ରେଣ୍ଡ୍‌ ପାଲଟିଛି। ତମ୍ମା ତମ୍ମାଠୁ ଆରମ୍ଭ କରି ଆଂଖ ମାରେ ଭଳି ଗୀତର ରିମେକ୍‌ ସମସ୍ତଙ୍କୁ ପସନ୍ଦ ଆସିଛି। ଏବେ ଏହି ଧାରାରେ ସାମିଲ ହୋଇଛି ‘ରୂପ ତେରା ମସ୍ତାନା’ ଗୀତ। ମିକା ସିଂହ…

ପାକିସ୍ତାନରେ ଗୀତ ଗାଇବା ମିକାଙ୍କୁ ପଡିଲା ମହଙ୍ଗା

ବଲିଉଡ଼ର ବହୁ ଚର୍ଚ୍ଚିତ ଗାୟକ ମିକା ସିଂଙ୍କୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ର୍ଚଚ୍ଚା ଧରିଛି । ପାକିସ୍ତାନରେ ଗୀତ ପରିବେଷଣ କରିବାକୁ ନେଇ ମିକା ସିଂଙ୍କୁ ମହଙ୍ଗା ପଡିଛି । ଏହି ଘଟଣା ପରେ ମିକା ସିଂଙ୍କୁ ଭାରତୀୟ ଫ୍ୟାନ୍ସମାନେ ସମାଲୋଚନା କରିବାରେ ପଛେଇନାହାନ୍ତିି । ସୂଚନା ଅନୁସାରେ, ମିକା…