ଇଣ୍ଡୋନେସିଆର ପବିତ୍ର ଧାର୍ମିକ ପାହାଡ ଉପରେ ସୁଟ୍ କଲେ ପର୍ଣ୍ଣ ଭିଡିଓ, ଏବେ ପର୍ଣ୍ଣଷ୍ଟାରଙ୍କୁ ଖୋଜୁଛି ପୋଲିସ
ପାହାଡ ଉପରେ ପର୍ଣ୍ଣ ଭିଡିଓ ସୁଟ୍ କରିବା ପର୍ଣ୍ଣଷ୍ଟାରଙ୍କୁ ପଡିଲା ମହଙ୍ଗା। ଆଉ ଖାସ୍ ଏଥିପାଇଁ ଏବେ ପର୍ଣ୍ଣଷ୍ଟାରକୁ ଖୋଜୁଛି ପୋଲିସ। ଇଣ୍ଡୋନେସିଆର ପବିତ୍ର ଧାର୍ମିକ ପାହାଡ ଉପରେ ଆପତ୍ତିଜନକ ଭିଡିଓ ସୁଟ୍ କରି ଏହାକୁ ପର୍ଣ୍ଣହବ ଭଳି ୱେବସାଇଟରେ ପୋଷ୍ଟ କରିବା ଯୁବତୀଙ୍କୁ ମହଙ୍ଗା ପଡିଛି।…