Browsing Tag

militant turned soldier

ପ୍ରଥମେ ଥିଲେ ଆତଙ୍କବାଦୀ ପରେ ସେନାରେ ଭର୍ତ୍ତି ହୋଇ ଦେଶ ପାଇଁ ଦେଇଦେଲେ ଜୀବନ, ପଢନ୍ତୁ ଜଣେ ଯବାନଙ୍କ କାହାଣୀ

ପ୍ରଥମେ ଥିଲେ ଆତଙ୍କବାଦୀ । ଆଉ ନେଉଥିଲେ ନୀରିହ ଜୀବନ । ପରେ ସେନାରେ ହେଲେ ଭର୍ତ୍ତି । ଆଉ ଦେଶ ପାଇଁ ହୋଇଗଲେ ସହିଦ୍ । ହେଲେ ସହିଦ୍ ହେବା ପୂର୍ବରୁ ୬ ଆତଙ୍କବାଦୀଙ୍କୁ କଲେ ସଫା । ଏହା ହେଉଛି ସହିଦ୍ ନଜୀର ଅହମ୍ମଦ ବାନୀଙ୍କ କାହାଣୀ । ଯିଏ ସୋମବାର ଜମ୍ମୁ କଶ୍ମୀରର ଶୋପିଆ ଜିଲ୍ଲାରେ…