Browsing Tag

milk man

କରୋନା ମାଡ଼ : ମାନ୍ଦା ବ୍ୟବସାୟ କାରଣରୁ ରାସ୍ତାରେ ଲିଟର ଲିଟର କ୍ଷୀର ଢାଳୁଛନ୍ତି ଦୁଗ୍ଧ ଚାଷୀ

ଦେଶ ବ୍ୟାପି ସମସ୍ତ ଦୋକାନ ବଜାର, ହୋଟେଲ, ରେଶତୃରାନ୍ଟ ଆଦି ବନ୍ଦ ରହିଛି । ବ୍ୟବସାୟ ଯେମିତି ଏକ ପ୍ରକାର ଠପ ହେଇଯାଇଛି । ଏହି କାରଣରୁ ଅନ୍ୟାନ ବ୍ୟବସାୟ ସମେତ ଦୁଗ୍ଧ ବ୍ୟବସାୟୀଙ୍କୁ ବି ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି । ଆଉ କୌଣସି ଉପାୟ ନପାଇ ଶେଷରେ ଦୁଗ୍ଧ ବ୍ୟପାରୀ…